ETV Bharat / sports

ISL: ଡିଫେଣ୍ଡର ଜୋହେରଲିଆନା-ମୁଇରାଙ୍ଗ ବେଙ୍ଗାଲୁରୁ ଏଫସିରେ ସାମିଲ

author img

By

Published : Jun 6, 2020, 4:15 PM IST

ଜୋହେରିଆନା ଓ ୟୁଙ୍ଗାନଗାୟମ ମୁଇରାଙ୍ଗଙ୍କୁ ଇଣ୍ଡିଆନ ସୁପର ଲିଗ(ISL) କ୍ଳବ ବେଙ୍ଗାଲୁରୁ ଏଫସି ଦଳରେ ସାମିଲ କରିଛି ।

Bengaluru FC Sign defenders joe Zoheriana and Wungngayam muirang
ISL: ଡିଫେଣ୍ଡର ଜୋହେରଲିଆନା-ମୁଇରାଙ୍ଗ ବେଙ୍ଗାଲୁରୁ ଏଫସିରେ ସାମିଲ

ବେଙ୍ଗାଲୁରୁ: ଇଣ୍ଡିଆନ ସୁପର ଲିଗ (ISL) କ୍ଳବ ବେଙ୍ଗାଲୁରୁ ଏଫସି ଦୁଇ ନୂଆ ଖେଳାଳିଙ୍କୁ ଦଳରେ ସାମିଲ କରିଛି । 21ବର୍ଷିୟ ଯୁବ ଡିଫେଣ୍ଡର ଜୋଏ ଜୋହେରିଆନା ଓ ୟୁଙ୍ଗାନଗାୟମ ମୁଇରାଙ୍ଗ ବେଙ୍ଗାଲୁରୁ ଏଫସି ସହ ଚୁକ୍ତି କରିଛନ୍ତି ।

ପୂର୍ବରୁ ମୁଇରାଙ୍ଗ ଆଇ-ଲିଗରେ ଗୋକୁଲାମ କେରଳ ଏଫସି ଓ ଜୋହେରଲିଆନା ଐଜଲ ଏଫସି ପକ୍ଷରୁ ଖେଳିଛନ୍ତି ।

ଅନ୍ୟ ଆଇଏସଏଲ ଟିମରି ମଧ୍ୟ ଅଫର ମିଳିଥିଲା । ମାତ୍ର ବେଙ୍ଗାଲୁରୁ ଏଫସିରେ ସାମିଲ ହେବା ସୌଭାଗ୍ୟର କଥା ବୋଲି ଜୋହେରଲିଆନା କହିଛନ୍ତି । ଅନ୍ୟପଟେ ମୁଇରାଙ୍ଗ ମଧ୍ୟ ବିଏଫସି କ୍ୟାମ୍ପରେ ଯୋଗଦେଇ ଖୁସିଥିବା କହିଛନ୍ତି । ମୁଇରାଙ୍ଗ 2020 AFC 23ବର୍ଷରୁ କମ ଚମ୍ପିଆନସିପରେ ଭାରତୀୟ ଦଳର ସଦସ୍ୟ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.