ETV Bharat / sports

ବେୟର୍ନ ମୁନିଚ DFB-ପୋକାଲ ଟାଇଟେଲ ବିଜୟୀ

author img

By

Published : Jul 5, 2020, 4:09 PM IST

ମୁନିଚର ଐତିହାସିକ ବିଜୟ । ଶନିବାର ଖେଳାଯାଇଥିବା DFB-ପୋକାଲ ଫାଇନାଲ ମ୍ୟାଚରେ ବେୟର ଲେଭରକସେନକୁ 4-2 ଗୋଲରେ ହରାଇ, ଟାଇଟେଲ ହାତେଇଛି ବେୟନ ମୁନିଚ।

Bayern Munich lift DFB-Pokal title after win over Bayer Leverkusen
ବେୟର୍ନ ମୁନିଚ DFB-ପୋକାଲ ଟାଇଟେଲ ବିଜୟୀ

ବର୍ଲିନ(ଜର୍ମାନୀ): ବେୟର୍ନ ମୁନିଚର ଐତିହାସିକ ବିଜୟ । ଶନିବାର ଖେଳାଯାଇଥିବା DFB-ପୋକାଲ ଫାଇନାଲ ମ୍ୟାଚରେ ବେୟର ଲେଭରକସେନକୁ 4-2 ଗୋଲରେ ହରାଇ, ଟାଇଟେଲ ହାତେଇଛି ବେୟର୍ନ ମୁନିଚ ।

କ୍ଳବ ପକ୍ଷରୁ ଡେଭିଡ ଅଲବାଙ୍କ ଗୋଲ୍, ମ୍ୟାଚ ଆରମ୍ଭର କିଛି ମିନିଟ ମଧ୍ୟରେ ବେୟର୍ନକୁ ଅଗ୍ରଣୀ କରିଥିଲେ । ଏହାପରେ 24ତମ ମିନିଟରେ ସର୍ଜ ଗ୍ନାବରେ ଦ୍ବିତୀୟ ଗୋଲ କରିଥିଲେ । ଏହାପରେ ମ୍ୟାଚରେ ସଂପୂର୍ଣ୍ଣ ପ୍ରଭାବି ପ୍ରଦର୍ଶନସହ, କ୍ରମାଗତ ଭାବେ ବେୟର୍ନ ମୁନିଚର ଖେଳାଳି ଗୋଲ କରିଥିଲେ । ଲେଭରକସେନ ପକ୍ଷରୁ ମଦ୍ୟ ଦୁଇଟି ଗୋଲ୍ ହେଇଥଲା । ମାତ୍ର ଏହା ପରାଜୟ ଏଡାଇ ପାରିନଥିଲା ।

ଶେଷରେ 4-2ଗୋଲରେ ଫାଇନାଲ ମ୍ୟାଚରେ ବିଜୟୀ ହୋଇଥିଲା ବେୟର୍ନ ମୁନିଚ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.