ETV Bharat / sports

ବିଜୟୀ ବାର୍ସେଲୋନା, ରୋନାଲ୍ଡୋଙ୍କ ଅନୁପସ୍ଥିତିରେ ପରାସ୍ତ ଜୁଭେଣ୍ଟସ - 2-0 ଗୋଲରେ ପରାସ୍ତ ଜୁଭେଣ୍ଟସ

ଚଳିତ ଚମ୍ପିଆନ୍ସ ଲିଗର ଲିଗ ପର୍ଯ୍ୟାୟ ମ୍ୟାଚରେ ଗୁରୁବାର ଜୁଭେଣ୍ଟସକୁ, 2-0 ଗୋଲରେ ହରାଇଛି ବାର୍ସେଲୋନା । ଅଧିକ ପଢନ୍ତୁ...

Barcelona defeat Ronaldo-less Juventus in Champions League
ବିଜୟୀ ବାର୍ସେଲୋନା, ରୋନାଲ୍ଡୋଙ୍କ ଅନୁପସ୍ଥିତିରେ ପରାସ୍ତ ଜୁଭେଣ୍ଟସ
author img

By

Published : Oct 29, 2020, 7:47 PM IST

ହାଇଦ୍ରାବାଦ: ରୋନାଲ୍ଡୋଙ୍କ ଅନୁପସ୍ଥିତିରେ ପରାସ୍ତ ଜୁଭେଣ୍ଟସ । ଚଳିତ ଚମ୍ପିଆନ୍ସ ଲିଗର ଲିଗ ପର୍ଯ୍ୟାୟ ମ୍ୟାଚରେ ଗୁରୁବାର ଜୁଭେଣ୍ଟସକୁ, 2-0 ଗୋଲରେ ହରାଇଛି ବାର୍ସେଲୋନା ।

Barcelona defeat Ronaldo-less Juventus in Champions League
ବିଜୟୀ ବାର୍ସେଲୋନା, ରୋନାଲ୍ଡୋଙ୍କ ଅନୁପସ୍ଥିତିରେ ପରାସ୍ତ ଜୁଭେଣ୍ଟସ

ବିଶ୍ବର ଅନ୍ୟତମ ଶ୍ରେଷ୍ଠ ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଦ୍ବିତୀୟ କୋଭିଡ-19 ରିପୋର୍ଟ ପଜିଟିଭ ରହିଛି । ଫଳରେ ଲିଓନେଲ ମେସିଙ୍କ ବାର୍ସେଲୋନା ବିପକ୍ଷରେ ଖେଳିପାରି ନାହାଁନ୍ତି ରୋନାଲ୍ଡୋ ।

ମ୍ୟାଚର 14ତମ ମିନିଟରେ ଓସମାନେ ଡେମ୍ବଲେ ପ୍ରଥମ ଗୋଲ କରିବା ସହ ବାର୍ସେଲୋନାକୁ ଅଗ୍ରଣୀ କରାଇଥିଲେ । ପରେ ମେସି ପେନାଲିଟିକୁ ଗୋଲରେ ପରିଣତ କରାଇ 2-0ରେ ବାର୍ସେଲୋନାକୁ ବିଜୟୀ କରାଇଥିଲେ ।

ଉଭୟ ଟିମ ଖେଳିଥିବା ନିଜର ପ୍ରଥମ ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ବିଜୟୀ ହୋଇଥିଲେ । ଫଳର ବିଜୟ ଧାରା ବଜାୟ ସହ ଗ୍ରୁଜ ଜି ରେ ଶୀର୍ଷର ରହିବା ଲକ୍ଷ୍ୟର ରହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.