ETV Bharat / sports

ଛେତ୍ରୀଙ୍କ କମାଲ, ବାଂଲାଦେଶ ବିପକ୍ଷରେ ଭାରତର ଦମଦାର ବିଜୟ

author img

By

Published : Jun 7, 2021, 10:39 PM IST

AFC ଏସିଆନ କପ କ୍ବାଲିଫାୟର୍ସ ରେ 2-0ରେ ବାଂଲାଦେଶକୁ ହରାଇଲା ଭାରତ । ଅଧିକ ପଢନ୍ତୁ...

Asian Cup 2023 qualifiers: India beat Bangladesh 2-0
ଛେତ୍ରୀଙ୍କ କମାଲ, ବାଂଲାଦେଶ ବିପକ୍ଷରେ ଭାରତର ଦମଦାର ବିଜୟ

ଦୋହା: ଏସିଆନ କପ କ୍ବାଲିଫାୟର୍ସରେ ଭାରତକୁ ମିଳିଲା ବହୁ ପ୍ରତିକ୍ଷୀତ ବିଜୟ । କ୍ୟାପଟେନ ସୁନୀଲ ଛେତ୍ରୀଙ୍କ ଦମଦାର ପ୍ରଦର୍ଶନ ବଳରେ ବାଂଲାଦେଶ ବିପକ୍ଷରେ ବଡ଼ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଚଳିତ FIFA ବିଶ୍ବକପ କ୍ବାତାର 2022 ଓ AFC ଏସିଆନ କପ କ୍ବାଲିଫାୟର୍ସ ରେ 2-0ରେ ବାଂଲାଦେଶକୁ ହରାଇଛି ଭାରତ ।

  • Congratulations #BlueTigers on an awesome win over Bangladesh today & fabulous performance by skipper @chetrisunil11 who lead from the front & paved the path to victory. Your hard work & determination was visible on the field. Wishing you all the very best in the upcoming game! pic.twitter.com/NXs5tQR9uG

    — Praful Patel (@praful_patel) June 7, 2021 " class="align-text-top noRightClick twitterSection" data=" ">

ସୋମବାର ଦୋହାର ଜଶିମ ବିନ ହମାଦ ଷ୍ଟାଡିୟମରେ ଏହି ହାଇଭୋଲଟେଜ ମ୍ୟାଚ ଖେଳାଯାଇଥିଲା । 36 ବର୍ଷୀୟ ଛେତ୍ରୀ ମ୍ୟାଚ ଦ୍ବିତୀୟଅର୍ଦ୍ଧରେ 79ତମ ଓ 92ତମ ମିନିଟରେ ଦୁଇଟିଯାକ ଗୋଲ୍‌ କରିଥିଲେ । ଏହି ବିଜୟ ସହ ଭାରତ 7ଟି ମ୍ୟାଚରୁ 6 ପଏଣ୍ଟ ସହ ଗ୍ରୁପ ଇ'ରେ ତୃତୀୟ ସ୍ଥାନରେ ପହଞ୍ଚିଛି । ଏଥିସହ ଏସିଆନ କପ ଆଶା ଉଜ୍ଜୀବିତ ରହିଛି ।

Asian Cup 2023 qualifiers: India beat Bangladesh 2-0
ସୁନୀଲ ଛେତ୍ରୀ

ଗତ ମ୍ୟାଚରେ କ୍ବାତାର ବିପକ୍ଷରେ ଖେଳି ପରାସ୍ତ ହୋଇଥିବା ଟିମ୍‌ରେ 3ଟି ପରିବର୍ତ୍ତନ କରିଥିଲେ କୋଚ ଷ୍ଟିମାକ । ଫଳରେ ଏହି ରଣନୀତି ସଫଳ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.