ETV Bharat / sports

ସର୍ବଭାରତୀୟ ଡିଏସ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ବୌଦ୍ଧ ଜିଲ୍ଲା ଫୁଟବଲ ଆସୋସିଏସନ ଓ କ୍ରିକେଟ ଆସୋସିଏସନ ମିଳିତ ଆନୁକୂଲ୍ୟରେ ଗତ 15 ତାରିଖରୁ ଆରମ୍ଭ ହୋଇଥିବା ସର୍ବ ଭାରତୀୟ ଡିଏସ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି ।

all-india-ds-cup-football-tournament-concluded
ସର୍ବ ଭାରତୀୟ ଡିଏସ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ
author img

By

Published : Jan 21, 2020, 9:36 PM IST

ବୌଦ୍ଧ: ଉଦଯାପିତ ହୋଇଯାଇଛି ସର୍ବ ଭାରତୀୟ ଡିଏସ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ । ଫାଇନାଲ ମ୍ୟାଚରେ ସତଲମ ସିଟି ମଧ୍ୟପ୍ରଦେଶକୁ ହରାଇ ଓଡିଶା ପୋଲିସ ବିଜୟୀ ହୋଇଛି । ବୌଦ୍ଧ ଜିଲ୍ଲା ଫୁଟବଲ ଆସୋସିଏସନ ଓ କ୍ରିକେଟ ଆସୋସିଏସନ ମିଳିତ ଆନୁକୂଲ୍ୟରେ ଗତ 15 ତାରିଖରୁ ଆରମ୍ଭ ହୋଇଥିବା ସର୍ବଭାରତୀୟ ଡିଏସ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି ।

ସର୍ବ ଭାରତୀୟ ଡିଏସ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଉଦଯାପନୀ ମ୍ୟାଚରେ ମୁଖ୍ୟ ଅତିଥି ରୂପେ ବିଧାୟକ ପ୍ରଦୀପ କୁମାର ଅମାତ ତଥା ସମ୍ମାନିତ ଅତିଥି ରୂପେ ଶିଳ୍ପପତି ଅଶୋକ ଅଗ୍ରୱାଲ ଯୋଗଦେଇ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ । ଦୀର୍ଘ 15 ବର୍ଷ ହେଲା ଆୟୋଜିତ ହେଉଥିବା ଏହି ସର୍ବ ଭାରତୀୟ ଖେଳକୁ ଦେଖିବାକୁ ହଜାର ହଜାର ସଂଖ୍ୟାରେ ଦର୍ଶକ କଚେରୀ ପଡିଆରେ ଉପସ୍ଥିତ ଥିଲେ । ଏହି ମର୍ଯ୍ୟାଦାଜନକ ଫୁଟବଲ ଟୁର୍ଣ୍ଣାମେଣ୍ଟ ବୌଦ୍ଧ ଜିଲ୍ଲାକୁ ଏକ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ଉଦଯାପିତ ହେଲା ସର୍ବ ଭାରତୀୟ ଡିଏସ କପ ଫୁଟବଲ ଟୁର୍ନାମେଣ୍ଟ । ସତଲମ ସିଟି ମଧ୍ୟପ୍ରଦେଶ କୁ ହରାଇ ଓଡିଶା ପୋଲିସ ବିଜୟୀ ହୋଇଛି
ବୌଦ୍ଧ ଜିଲ୍ଲା ଫୁଟବଲ ଆସୋସିଏସନ ଓ କ୍ରିକେଟ ଆସୋସିଏସନ ମିଳିତ ଆନୁକୂଲ୍ୟରେ ଗତ ପନ୍ଦର ତାରିଖରୁ ଆରମ୍ଭ ହୋଇଥିବା ସର୍ବ ଭାରତୀୟ ଡିଏସ କପ ଫୁଟବଲ ଟୁର୍ନାମେଣ୍ଟ ଉଦଯାପିତ ହୋଇଛି ।ମଙ୍ଗଳବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ସତଲମ ସିଟି ମଧ୍ୟ ପ୍ରଦେଶ କୁ ହରାଇ ଓଡିଶା ପୋଲିସ ଚାମ୍ପିୟାନ ହୋଇଛି ।ଉଦଯାପନୀ ମ୍ୟାଚରେ ମୁଖ୍ୟ ଅତିଥି ରୂପେ ବିଧାୟକ ପ୍ରଦୀପ କୁମାର ଅମାତ ତଥା ସମ୍ମାନୀତ ଅତିଥି ରୂପେ ଶିଳ୍ପପତି ଅଶୋକ ଅଗ୍ରୱାଲା ଯୋଗଦେଇ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ ।ଦୀର୍ଘ ପନ୍ଦର ବର୍ଷ ହେଲା ଆୟୋଜିତ ହେଉଥିବା ଏହି ସର୍ବ ଭାରତୀୟ ଖେଳକୁ ଦେଖିବାକୁ ହଜାର ହଜାର ସଂଖ୍ୟାରେ ଦର୍ଶକ କଚେରୀ ପଡିଆ ଉପସ୍ଥିତ ଥିଲେ ।ଏହି ମର୍ଯ୍ୟାଦାଜନକ ଫୁଟବଲ ଟୁର୍ନାମେଣ୍ଟ ବୌଦ୍ଧ ଜିଲ୍ଲାକୁ ଏକ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଛି ।

Body:ସର୍ବ ଭାରତୀୟ ଡିଏସ କପ ଫୁଟବଲ ଟୁର୍ନାମେଣ୍ଟ ଉଦଯାପିତ ।

Conclusion:ବାଇଟ-୧-ଗୋବିନ୍ଦ ସେନାପତି, କ୍ୟାପଟେନ,ଓଡିଶା ପୋଲିସ ଟିମ
ବାଇଟ-୨-ଯୁଗଳ କିଶୋର ସାମଲ,ସଂପାଦକ, ଜିଲ୍ଲା ଫୁଟବଲ ସଂଘ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.