ETV Bharat / sports

WTC ଫାଇନାଲ: ଭାରତର ଦୁଇ ସ୍ପିନର ରଣନୀତି

author img

By

Published : Jun 17, 2021, 9:35 PM IST

ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ଫାଇନାଲରେ ଶୁକ୍ରବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଲଢେଇ ହେବ । ଅଧିକ ପଢନ୍ତୁ...

WTC final: India include two spinners in the playing XI
WTC ଫାଇନାଲ: ଭାରତର ଦୁଇ ସ୍ପିନର ରଣନୀତି

ସାଉଥାମ୍ପଟନ: ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ଫାଇନାଲରେ ଶୁକ୍ରବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଲଢେଇ ହେବ । ଆଇସିସି ଇଭେଣ୍ଟର ଏହି ମେଗା ଫାଇନାଲ ମ୍ୟାଚ ପାଇଁ ଟିମ ଇଣ୍ଡିଆ ଚୂଡାନ୍ତ ଏକାଦଶ ଘୋଷଣା କରିଛି । ଚୂଡାନ୍ତ ଏକାଦଶରେ ଦୁଇ ଜଣ ସ୍ପିନରଙ୍କୁ ସାମିଲ କରିଛି ଭାରତ ।

ରବିନ୍ଦ୍ର ଜାଡେଜା ଓ ରବିଚନ୍ଦ୍ରନ ଅଶ୍ବିନଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିଛି । ଏଥିସହ ବୋଲିଂ ଆକ୍ରମଣରେ 3ଜଣ ପ୍ରମୁଖ ଦ୍ରୁତ ବୋଲର ଜଶପ୍ରୀତ ବୁମରା, ମହମ୍ମଦ ସାମି ଓ ଇଶାନ୍ତ ଶର୍ମାଙ୍କୁ ନେଇ ଖେଳିବ ଭାରତ । ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ 6 ନମ୍ବର ସ୍ଥାନରେ ବ୍ୟାଟିଂ କରିବେ । ରୋହିତ ଶର୍ମା ଓ ଶୁଭମନ ଗିଲ୍‌ ଓପନିଂ କରିବେ ।

ଭାରତୀୟ ଚୂଡାନ୍ତ ଏକାଦଶ: ବିରାଟ କୋହଲି(କୋହଲି), ରୋହିତ ଶର୍ମା, ଶୁଭମ ଗିଲ୍‌, ଚେତେଶ୍ବର ପୂଜାରା, ଅଜିଙ୍କ୍ୟ ରାହାଣେ(ଭାଇସ-କ୍ୟାପଟେନ୍‌), ଋଷଭ ପନ୍ତ(ୱିକେଟ କିପର), ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ବିନ, ଜଶପ୍ରୀତ ବୁମରା, ଇଶାନ୍ତ ଶର୍ମା, ମହମ୍ମଦ ସାମି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.