ETV Bharat / sports

CDS Chopper Crash: ଅସଲ ହିରୋଙ୍କୁ ହରାଇଲା ଦେଶ, ଶ୍ରଦ୍ଧାଞ୍ଜଳି ଜଣାଇଲା କ୍ରିକେଟ ଜଗତ - ବିପିନ ରାୱତଙ୍କ ମୃତ୍ୟୁରେ ବିରାଟ କୋହଲିଙ୍କ ଶୋକ

ଦେଶର ଅସଲ ହିରୋ ତଥା ଭାରତର ପ୍ରଥମ CDS ଜେନେରାଲ ବିପିନ ରାୱତଙ୍କ ମୃତ୍ୟୁରେ ବିରାଟ କୋହଲିଙ୍କ ସମତେ ଅନ୍ୟ କ୍ରିକେଟରଙ୍କ ଶୋକ ପ୍ରକାଶ । ଅଧିକ ପଢନ୍ତୁ

Virat Kohli, other cricketers condole demise of CDS Gen Bipin Rawat
CDS ବିପିନ ରାୱତଙ୍କ ମୃତ୍ୟୁରେ କ୍ରିକେଟ ଜଗତର ଶ୍ରଦ୍ଧାଞ୍ଜଳୀ
author img

By

Published : Dec 9, 2021, 5:17 PM IST

Updated : Dec 9, 2021, 5:31 PM IST

ନୂଆଦିଲ୍ଲୀ: ଭାରତର ପ୍ରଥମ CDS (Chief Of Defence staff) ଜେନେରାଲ ବିପିନ ରାୱତ, ତାଙ୍କ ପତ୍ନୀ ମଧୁଲିକା ରାୱତ ଓ ଅନ୍ୟ ୧୧ ଜଣଙ୍କର ତାମିଲନାଡୁରେ ଦୁଃଖଦ ଚପର ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଏହି ଘଟଣାରେ ସାରା ଦେଶ ସ୍ତବ୍ଧ ହୋଇଯାଇଛି । ବିପିନ ରାୱତଙ୍କ ରୂପରେ ଦେଶ ଜଣେ ସଚ୍ଚା ଦେଶ ଭକ୍ତ, ଦକ୍ଷ ସେନାନାୟକ ଓ ସେନାର ସବୋର୍ଚ୍ଚ ମୁଖ୍ୟଙ୍କୁ ହରାଇଛି ।

ଫଳରେ ସାଧାରଣ ନାଗରିକଙ୍କ ଠାରୁ ନେଇ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କ ପର୍ଯ୍ୟନ୍ତ ସମସ୍ତେ ଦୁଃଖ ପ୍ରକାଶ କରିବା ସହ ବୀର ସୈନିକଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ଏହିକ୍ରମରେ ଭାରତୀୟ ଟେଷ୍ଟ କ୍ୟାପଟେନ ବିରାଟ କୋହଲିଙ୍କ ସମେତ ପୂର୍ବତନ ଓ ବର୍ତ୍ତମାନର କ୍ରିକେଟର ଶୋକବ୍ୟକ୍ତ କରିଛନ୍ତି ।

  • Extremely pained to hear about the passing away of Shri #BipinRawat , his wife Madhulika Rawat and 11 army personnel in the tragic helicopter crash. Gratitude for his wonderful service to the nation. Om Shanti 🙏🏼🌸 pic.twitter.com/XoCK64Q9wg

    — Virender Sehwag (@virendersehwag) December 8, 2021 " class="align-text-top noRightClick twitterSection" data=" ">
  • देश के प्रथम CDS एवं पूर्व सेना प्रमुख श्री #बिपिनरावत जी एवं उनकी धर्मपत्नी श्रीमती मधुलिका रावत समेत सभी यात्रियों का आकस्मिक देहावसान राष्ट्र के लिए गहरा आघात है। ईश्वर दिवंगत आत्माओं को शान्ति एवं स्वजनों को सम्बल प्रदान करें।#ॐशान्ति।🙏#BipinRawat #बिपिन_रावत https://t.co/PhlKg4p7Ws

    — R P Singh रुद्र प्रताप सिंह (@rpsingh) December 8, 2021 " class="align-text-top noRightClick twitterSection" data=" ">
  • Very touching to watch the spontaneous outpouring of love for our heroes . My heart goes out to the families of CDS #BipinRawat , his wife and the 11 brave army personnel who lost their lives. My Prayers for Gp Capt Varun Singh for his speedy recovery . pic.twitter.com/bTvjgXj7NI

    — VVS Laxman (@VVSLaxman281) December 9, 2021 " class="align-text-top noRightClick twitterSection" data=" ">
  • Deeply saddened to hear about the demise of Sh. #BipinRawat and his wife in a tragic helicopter crash. The nation will always be grateful to Gen. Rawat for his service to the nation. Om Shanti 🙏🏼
    Jai Hind pic.twitter.com/b4qwfAW2Kz

    — VVS Laxman (@VVSLaxman281) December 8, 2021 " class="align-text-top noRightClick twitterSection" data=" ">
  • Deeply saddened by the tragic and untimely demise of Chief of Defence Staff Gen. Bipin Rawat, his wife Mrs. Madhulika Rawat and 11 other personnel of our armed forces. My deepest condolences to their families and well-wishers 🙏🏻

    — Yuvraj Singh (@YUVSTRONG12) December 8, 2021 " class="align-text-top noRightClick twitterSection" data=" ">
  • Deeply saddened by the untimely demise of CDS Bipin Rawat ji and other officials in a tragic helicopter crash. My deepest condolences to the friends & family members. 🙏

    — Virat Kohli (@imVkohli) December 8, 2021 " class="align-text-top noRightClick twitterSection" data=" ">

ବିରାଟ କୋହଲି ଟ୍ବିଟ୍‌ରେ ଲେଖିଛନ୍ତି, "ଦୁଃଖଦ ହେଲିକପ୍ଟର ଦୁର୍ଘଟଣାରେ CDS ବିପିନ ରାୱତ (Gen Bipin Rawat) ଓ ଅନ୍ୟ ଅଧିକାରୀଙ୍କ ଆକସ୍ମିତ ମୃତ୍ୟୁରେ ଅତ୍ୟନ୍ତ ଦୁଃଖିତ । ଶୋକସନ୍ତପ୍ତ ବନ୍ଧୁ ଓ ପରିବାର ବର୍ଗ ପ୍ରତି ଗଭୀର ସମବେଦନା ।"

ହେଲିକପ୍ଟର ଦୁର୍ଘଟଣାରେ ଭାରତୀୟ ବାୟୁ ସେନା (Indian Air Force) ବୁଧବାର ସନ୍ଧ୍ୟାରେ ଜେନେରାଲ ରାୱତ, ତାଙ୍କର ପତ୍ନୀଙ୍କ ସମେତ ୧୩ଜଣ ବ୍ୟକ୍ତିଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କରିଥିଲା ।

ଏହାମଧ୍ୟ ପଢନ୍ତୁ: CDS Chopper Crash: ସୁଲୁର ଏୟାରବେସକୁ ନିଆଗଲା CDSଙ୍କ ସମେତ ସମସ୍ତ ପାର୍ଥୀବ ଶରୀର, ଶ୍ରଦ୍ଧାଞ୍ଜଳି ପାଇଁ ରାସ୍ତା ଲୋକାରଣ୍ୟ

ପୂର୍ବତନ କ୍ରିକେଟର ଭିଭିଏସ ଲକ୍ଷ୍ମଣ ଟ୍ବିଟ୍‌ରେ ଲେଖିଛନ୍ତି, "ହେଲିକପ୍ଟର ଦୁର୍ଘଟଣାରେ ବିପିନର ରାୱତ ଓ ତାଙ୍କର ପତ୍ନୀଙ୍କ ଦେହାନ୍ତ ଖବର ଶୁଣି ଅତ୍ୟନ୍ତ ମର୍ମାହତ । ଦେଶ ପ୍ରତି ତାଙ୍କର ସେବା ପାଇଁ ସେ ଚିରଋଣୀ ରହିବେ। ଓମ ଶାନ୍ତି, ଜୟ ହିନ୍ଦ୍‌" ସେହିପରି ପୂର୍ବତନ ଭାରତୀୟ ଓପନର ବିରେନ୍ଦ୍ର ସେହ୍ବାଗ, ଗୌତମ ଗମ୍ଭୀର, ପାର୍ଥୀବ ପଟେଲ, ଭେଙ୍କଟସ ପ୍ରସାଦ, ଆରପି ସିଂହ ମଧ୍ୟ ଟ୍ବିଟ୍‌ ଯୋଗେଁ ଶୋକ ବ୍ୟକ୍ତ କରିଛନ୍ତି ।

CDS ଜେନେରାଲ ବିପିନ ରାୱତଙ୍କ ବିୟୋଗରେ ଗଭୀର ଭାବେ ମର୍ମାହତ ବୋଲି ଟ୍ବିଟ୍‌ରେ ଲେଖିଛନ୍ତି ପୂର୍ବତନ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂହ ।

@IANS

Last Updated : Dec 9, 2021, 5:31 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.