ETV Bharat / sports

T20 World Cup: ବାଂଲାଦେଶ ବିପକ୍ଷରେ ଟସ୍‌ ଜିତି ଶ୍ରୀଲଙ୍କାର ବୋଲିଂ ନିଷ୍ପତ୍ତି

author img

By

Published : Oct 24, 2021, 3:43 PM IST

Updated : Oct 24, 2021, 3:52 PM IST

ଟସ୍‌ ଜିତି ଶ୍ରୀଲଙ୍କା କ୍ୟାପଟେନ ଦାସୁନ ସନାକା ବାଂଲାଦେଶ ବିପକ୍ଷରେ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ...

T20 World Cup: Sri Lanka opt to bowl against Bangladesh
T20 World Cup: ବାଂଲାଦେଶ ବିପକ୍ଷରେ ଟସ୍‌ ଜିତି ଶ୍ରୀଲଙ୍କାର ବୋଲିଂ ନିଷ୍ପତ୍ତି

ଶାରଜାହ: ICC ପୁରୁଷ ଟି-୨୦ ବିଶ୍ବକପ ୨୦୨୧ର ଗ୍ରୁପ ୧ ସୁପର ୧୨ ମୁକାବିଲା ଦୁଇ ଏସୀୟ ଦେଶ ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଛି । ଟସ୍‌ ଜିତି ଶ୍ରୀଲଙ୍କା କ୍ୟାପଟେନ ଦାସୁନ ସନାକା ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ।

ଉଭୟ ଟିମ ପୂର୍ବରୁ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ଖେଳି ସୁପର ୧୨ ରେ ପ୍ରବେଶ କରିଛନ୍ତି । ଏହି ମ୍ୟାଚ୍‌ ଉଭୟ ଶ୍ରୀଲଙ୍କା ଓ ବାଂଲାଦେଶ ପାଇଁ ପ୍ରଥମ ସୁପର ୧୨ ମୁକାବିଲା । ଫଳରେ ବିଜୟରୁ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ଉଭୟ ଟିମ ।

ଚୁଡାନ୍ତ ଏକାଦଶ:

ଶ୍ରୀଲଙ୍କା: କୁସଲ ପରେରା(ୱିକେଟ କିପର), ପାଥୁମ ନିଶାଙ୍କା, ଚାରିଥ ଆସଲାଙ୍କା, ଅଭିସ୍କା ଫର୍ନାଣ୍ଡୋ, ଭାନୁକା ରାଜପକସା, ଦାସୁନ ସନାକା(କ୍ୟାପଟେନ୍‌), ୱାହିନ୍ଦୁ ହରସଙ୍ଗା, ଚାମିକା କରୁଣାରତ୍ନେ, ଦୁଷ୍ମନ୍ତ ଚମୀରା, ବିନୁରା ଫର୍ନାଣ୍ଡୋସ ଲାହିରୁ କୁମାରା ।

ବାଂଲାଦେଶ: ମହମ୍ମଦ ନେଇମ, ଲିଟନ ଦାସ, ସାକିବ ଅଲ୍‌ ହସନ, ମୁସଫିକର ରହିମ, ମହମୁଦୁଲ୍ଲା(କ୍ୟାପଟେନ୍‌), ଅଫିଫ ହୋସେନ, ନାରୁଲ ହସନ(ୱିକେଟ କିପର), ମେହେଦି ହସନ, ମହମ୍ମଦ ସାଇଫୁଦ୍ଦିନ, ନାସୁମ ଅହମ୍ମଦ, ମୁସ୍ତାଫିଜୁର ରେହମାନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 24, 2021, 3:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.