ମସକାଟ୍(ଓମାନ): ଟି-୨୦ ବିଶ୍ବକପ୍ର ଦ୍ବିତୀୟ ମ୍ୟାଚ୍ ବାଂଲାଦେଶ ଓ ସ୍କଟ୍ଲାଣ୍ଡ ମଧ୍ୟରେ ଖେଳାଯାଉଛି । ଗ୍ରୁପ୍ ବି'ର ଏହି ଦ୍ବିତୀୟ ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ବାଂଲାଦେଶ କ୍ୟାପଟେନ ମହମ୍ମୁଦୁଲ୍ଲା । ଫଳରେ ପ୍ରଥମ ବ୍ୟାଟିଂ କରିବ ସ୍କଟଲାଣ୍ଡ୍ ।
-
Toss update from Oman 📰
— T20 World Cup (@T20WorldCup) October 17, 2021 " class="align-text-top noRightClick twitterSection" data="
Bangladesh have won the toss and will field first. #T20WorldCup | #BANvSCO | https://t.co/zPRN3SpDCs pic.twitter.com/QI6Zsfu1WL
">Toss update from Oman 📰
— T20 World Cup (@T20WorldCup) October 17, 2021
Bangladesh have won the toss and will field first. #T20WorldCup | #BANvSCO | https://t.co/zPRN3SpDCs pic.twitter.com/QI6Zsfu1WLToss update from Oman 📰
— T20 World Cup (@T20WorldCup) October 17, 2021
Bangladesh have won the toss and will field first. #T20WorldCup | #BANvSCO | https://t.co/zPRN3SpDCs pic.twitter.com/QI6Zsfu1WL
ଚୁଡାନ୍ତ ଏକାଦଶ:
ବାଂଲାଦେଶ: ଲିଟନ ଦାସ, ସୌମ୍ୟ ସରକାର, ସାକିବ ଅଲ ହସନ, ମୁସଫିକର ରହିମ, ମହମୁଦୁଲ୍ଲା(କ୍ୟାପଟେନ), ଆଫିଫ ହୁସେନ, ନୁରୁଲ ହସନ(ୱିକେଟ କିପର), ମେହେଦି ହସନ, ମହମ୍ମଦ ସାଇଫୁଦ୍ଦିନ, ଟସକିନ ଅହମ୍ମଦ, ମୁସ୍ତାଫିଜୁର ରେହମାନ ।
ସ୍କଟଲାଣ୍ଡ୍: ଜର୍ଜ ମୁନସେ, କେଲ କୋଟଜର(କ୍ୟାପଟେନ୍), ମାଥ୍ୟୁ କ୍ରସ୍(ୱିକେଟ କିପର), ରିଚି ବେରିଙ୍ଗଟନ, କାଲମ ମାକଲିଓଡ, ମାଇକେଲ ଲିସକ୍, କ୍ରିସ ଗ୍ରେଭ୍ସ, ମାର୍କ ୱାଟ୍, ଜସ ଡେଭି, ସାଫୟନ ସାରିଫ, ବ୍ରାଡଲେ ହ୍ବିଲ୍ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ