ETV Bharat / sports

T20 world cup: ଟସ୍‌ ଜିତି ସ୍କଟଲାଣ୍ଡ ବିପକ୍ଷରେ ବୋଲିଂ କରିବ ବାଂଲାଦେଶ

author img

By

Published : Oct 17, 2021, 7:35 PM IST

ଗ୍ରୁପ୍‌ ବି'ର ଏହି ଦ୍ବିତୀୟ ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ବାଂଲାଦେଶ କ୍ୟାପଟେନ ମହମ୍ମୁଦୁଲ୍ଲା । ଅଧିକ ପଢନ୍ତୁ...

T20 world cup: Bangladesh won the toss and chose to field against Scotland
T20 world cup:ଟସ୍‌ ଜିତି ସ୍କଟଲାଣ୍ଡ୍‌ ବିପକ୍ଷରେ ବୋଲିଂ କରିବ ବାଂଲାଦେଶ

ମସକାଟ୍‌(ଓମାନ): ଟି-୨୦ ବିଶ୍ବକପ୍‌ର ଦ୍ବିତୀୟ ମ୍ୟାଚ୍‌ ବାଂଲାଦେଶ ଓ ସ୍କଟ୍‌ଲାଣ୍ଡ ମଧ୍ୟରେ ଖେଳାଯାଉଛି । ଗ୍ରୁପ୍‌ ବି'ର ଏହି ଦ୍ବିତୀୟ ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ବାଂଲାଦେଶ କ୍ୟାପଟେନ ମହମ୍ମୁଦୁଲ୍ଲା । ଫଳରେ ପ୍ରଥମ ବ୍ୟାଟିଂ କରିବ ସ୍କଟଲାଣ୍ଡ୍‌ ।

ଚୁଡାନ୍ତ ଏକାଦଶ:

ବାଂଲାଦେଶ: ଲିଟନ ଦାସ, ସୌମ୍ୟ ସରକାର, ସାକିବ ଅଲ ହସନ, ମୁସଫିକର ରହିମ, ମହମୁଦୁଲ୍ଲା(କ୍ୟାପଟେନ), ଆଫିଫ ହୁସେନ, ନୁରୁଲ ହସନ(ୱିକେଟ କିପର), ମେହେଦି ହସନ, ମହମ୍ମଦ ସାଇଫୁଦ୍ଦିନ, ଟସକିନ ଅହମ୍ମଦ, ମୁସ୍ତାଫିଜୁର ରେହମାନ ।

ସ୍କଟଲାଣ୍ଡ୍‌: ଜର୍ଜ ମୁନସେ, କେଲ କୋଟଜର(କ୍ୟାପଟେନ୍‌), ମାଥ୍ୟୁ କ୍ରସ୍‌(ୱିକେଟ କିପର), ରିଚି ବେରିଙ୍ଗଟନ, କାଲମ ମାକଲିଓଡ, ମାଇକେଲ ଲିସକ୍‌, କ୍ରିସ ଗ୍ରେଭ୍‌ସ, ମାର୍କ ୱାଟ୍‌, ଜସ ଡେଭି, ସାଫୟନ ସାରିଫ, ବ୍ରାଡଲେ ହ୍ବିଲ୍‌ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.