ETV Bharat / sports

T-20 World Cup: ଜାଣନ୍ତୁ ଟିମ ଇଣ୍ଡିଆର ମ୍ୟାଚ୍‌ ସୂଚୀ - ଭାରତ ବନାମ ପାକିସ୍ତାନ

ରବିବାର ଚଳିତ ICC ପୁରୁଷ ଟି-୨୦ ବିଶ୍ବକପରେ ହାଇଭୋଲଟେଜ୍‌ ଲଢେଇ ଦେଖିବ ବିଶ୍ବ । ମୁହାଁମୁହିଁ ହେବେ ଚିର ପ୍ରତିନ୍ଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ । ତେବେ ଜାଣନ୍ତୁ କଣ ରହିଛି, ଟିମ ଇଣ୍ଡିଆର ମ୍ୟାଚ୍‌ ସୂଚୀ...

T20 world cup 2021: Team India Super's 12 Match schedule
T20 World Cup: ଜାଣନ୍ତୁ ଟିମ ଇଣ୍ଡିଆର ମ୍ୟାଚ୍‌ ସୂଚୀ
author img

By

Published : Oct 23, 2021, 6:05 PM IST

ଦୁବାଇ: ରବିବାର ଚଳିତ ICC ପୁରୁଷ ଟି-୨୦ ବିଶ୍ବକପରେ ହାଇଭୋଲଟେଜ୍‌ ଲଢେଇ ଦେଖିବ ବିଶ୍ବ । ମୁହାଁମୁହିଁ ହେବେ ଚିର ପ୍ରତିନ୍ଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ । ଶନିବାର ରାଉଣ୍ଡ ୧ ପର୍ଯ୍ୟାୟରୁ ଶ୍ରୀଲଙ୍କା ଓ ନାମ୍ବିଆ ଯୋଗ୍ୟତା ଅର୍ଜନ କରିବାପରେ ସୁପର ୧୨ ପର୍ଯ୍ୟାୟ ଚୂଡାନ୍ତ ହୋଇଛି ।

ଭାରତ ସୁପର ୧୨ ପର୍ଯ୍ୟାୟର ଗ୍ରୁପ-୨ରେ ରହିଛି ଓ ଅନ୍ୟ ୫ଟି ଟିମ ମଧ୍ୟ ରହିଛନ୍ତି । ଫଳରେ ଭାରତ ଗ୍ରୁପରେ ୫ଟି ମ୍ୟାଚ୍‌ ଖେଳିବ । ଗ୍ରୁପର ଶୀର୍ଷ ଦୁଇଟି ଟିମ ସେମିଫାଇନାଲକୁ ଉନ୍ନୀତ ହେବେ ।

ରବିବାର ଅକ୍ଟୋବର ୨ରେ ଭାରତ ପ୍ରଥମ ପାକିସ୍ତାନ ବିପକ୍ଷରେ ସୁପର ୧୨ ଗ୍ରୁପ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍‌ ଖେଳିବ । ପରେ ୩୧ ଅକ୍ଟୋବରରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦ୍ବିତୀୟ ମ୍ୟାଚ୍‌ ଖେଳିବ । ନଭେମ୍ବର ୩ରେ ଆଫଗାନିସ୍ତାନ ବିପକ୍ଷରେ ଟିମ ଇଣ୍ଡିଆର ତୃତୀୟ ମ୍ୟାଚ୍‌ ରହିଛି । ନଭେମ୍ବର ୫ରେ ସ୍କଟଲାଣ୍ଡ ବିପକ୍ଷରେ ଭାରତର ମୁକାବିଲା ରହିଛି । ସେହିପରି ନଭେମ୍ବର ୮ରେ ନାମ୍ବିଆ ବିପକ୍ଷରେ ଭାରତର ଶେଷ ସୁପର ୧୨ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ ରହିଛି ।

ସୁପର ୧୨ ପର୍ଯ୍ୟାୟରେ ଭାରତର ମ୍ୟାଚ୍‌ ସୂଚୀ:

ଭାରତ ବନାମ ପାକିସ୍ତାନ ୨୪ ଅକ୍ଟୋବର, ସ୍ଥାନୀୟ ସମୟ: ୬.୦୦(ଦୁବାଇ)

ଭାରତ ବନାମ ନ୍ୟୁଜିଲାଣ୍ଡ ୩୧ ଅକ୍ଟୋବର, ସ୍ଥାନୀୟ ସମୟ: ୬.୦୦(ଦୁବାଇ)

ଭାରତ ବନାମ ଆଫଗାନିସ୍ତାନ ୩ ନଭେମ୍ବର, ସ୍ଥାନୀୟ ସମୟ: ୧୪.୦୦(ଆବୁଧାବି)

ଭାରତ ବନାମ ସ୍କଟଲାଣ୍ଡ ୫ ନଭେମ୍ବର, ସ୍ଥାନୀୟ ସମୟ: ୬.୦୦(ଦୁବାଇ)

ଭାରତ ବନାମ ନାମ୍ବିଆ ୮ ନଭେମ୍ବର, ସ୍ଥାନୀୟ ସମୟ ୬.୦୦(ଦୁବାଇ)

ସୁପର ୧୨ ଗ୍ରୁପ ୧ ଟିମ୍‌- ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ, ଇଂଲଣ୍ଡ, ବାଂଲାଦଶ, ଶ୍ରୀଲଙ୍କା

ସୁପର ୧୨ ଗ୍ରୁପ ୨ ଟିମ୍‌- ଭାରତ, ପାକିସ୍ତାନ, ନ୍ୟୁଜିଲାଣ୍ଡ, ଆଫଗାନିସ୍ତାନ, ସ୍କଟଲାଣ୍ଡ, ନାମ୍ବିଆ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.