ETV Bharat / sports

ଟିମ ଇଣ୍ଡିଆ ବିଶ୍ବର ଶ୍ରେଷ୍ଠ ଟିମ: ନାମ୍ବିଆ କ୍ୟାପଟେନ

ଚଳିତ ଟି-୨୦ ବିଶ୍ବକପରେ ଶେଷ ସୁପର ୧୨ ମ୍ୟାଚ୍‌ ମେନ୍‌ ଇନ୍‌ ବ୍ଲୁ ବିପକ୍ଷରେ ଖେଳୁଛି ନାମ୍ବିଆ ଟିମ । ଅଧିକ ପଢନ୍ତୁ...

T20 WC: Good opportunity to go against arguably world's best side, says Gerhard Erasmus
ଟିମ ଇଣ୍ଡିଆ ବିଶ୍ବର ଶ୍ରେଷ୍ଠ ଟିମ: ନାମ୍ବିଆ କ୍ୟାପଟେନ
author img

By

Published : Nov 8, 2021, 9:08 PM IST

ଦୁବାଇ: ନାମ୍ବିଆ କ୍ୟାପଟେନ ଗରହାର୍ଡ ଏରସମସ ଟିମ ଇଣ୍ଡିଆକୁ ବିଶ୍ବର ଶ୍ରେଷ୍ଠ ଟିମ କହିଛନ୍ତି । ଚଳିତ ଟି-୨୦ ବିଶ୍ବକପରେ ଶେଷ ସୁପର ୧୨ ମ୍ୟାଚ୍‌ ମେନ୍‌ ଇନ୍‌ ବ୍ଲୁ ବିପକ୍ଷରେ ଖେଳୁଛି ନାମ୍ବିଆ ଟିମ । ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯାଉଛି ।

ନାମ୍ବିଆ କ୍ୟାପଟେନ ଏରସମସ କହିଛନ୍ତି, ବିଶ୍ବର ଶ୍ରେଷ୍ଠ ଟିମ ବିପକ୍ଷରେ ଭଲ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରହିଛି । ଭାରତୀୟ ବୋଲିଂକ୍ରମକୁ ସାମ୍ନା କରିବାର ଅନୁଭବ ମଧ୍ୟ ମିଳିବ । ଗ୍ରୁପ ପର୍ଯ୍ୟାୟରେ ପହଞ୍ଚିବା ବଡ ଉପଲବ୍ଧି ।

ପୂର୍ବରୁ ନ୍ୟୁଜିଲାଣ୍ଡ ଠାରୁ ଆଫଗାନିସ୍ତାନ ପରାସ୍ତ ହେବାପରେ ଭାରତୀୟ ଟିମ ବିଶ୍ବକପରୁ ବାହାର ହୋଇସାରିଛି । ଫଳରେ ନାମ୍ବିଆ ବିପକ୍ଷ ମ୍ୟାଚ୍‌ କେବଳ ଔପଚାରିକ ହୋଇଛି । ଗ୍ରୁପ ୨ରେ ନ୍ୟୁଜିଲାଣ୍ଡ ଦ୍ବିତୀୟ ସ୍ଥାନରେ ରହି ସେମିଫାଇନାଲ ଟିକେଟ ହାତେଇଛି ।

ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବାସହ ନାମ୍ବିଆକୁ ବ୍ୟାଟିଂ ଆକ୍ରମଣ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.