ETV Bharat / sports

ଆରସିବି କ୍ୟାପଟେନ ପଦ ଛାଡିବେ ବିରାଟ କୋହଲି

author img

By

Published : Sep 19, 2021, 10:55 PM IST

ଆଇପିଏଲ ୨୦୨୧ ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କ୍ୟାପଟେନ ପଦ ଛାଡିବେ ବିରାଟ କୋହଲି । ଅଧିକ ପଢନ୍ତୁ...

virat kohli step down from RCB captain after Ipl 2021
ଆରସିବି କ୍ୟାପଟେନ ପଦ ଛାଡିବେ ବିରାଟ କୋହଲି

ଦୁବାଇ: ଆଇପିଏଲ ୨୦୨୧ ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କ୍ୟାପଟେନ ପଦ ଛାଡିବେ ବିରାଟ କୋହଲି । RCB ପକ୍ଷରୁ ଜାରି କରାଯାଇଥିବା ଏକ ଭିଡିଓରେ ଏହା କହିଛନ୍ତି କୋହଲି । ଆଇପିଏଲ ୨୦୨୧ ଟୁର୍ଣ୍ଣାମେଣ୍ଟ ବିରାଟ କୋହଲିଙ୍କ ପାଇଁ RCB କ୍ଯାପଟେନ ଭାବେ ଶେଷ ଟୁର୍ଣ୍ଣାମେଣ୍ଟ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.