ETV Bharat / sports

IPL 2021: ଟସ୍‌ ଜିତିଲେ ବିରାଟ, ପଞ୍ଜାବ ବିପକ୍ଷରେ ବ୍ୟାଟିଂ କରିବ ବାଙ୍ଗାଲୋର - ବିରାଟ କୋହଲି

ଆଇପିଏଲ ୨୦୨୧ର ୪୮ତମ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ଓ ପଞ୍ଜାବ କିଙ୍ଗ୍ସ(PBKS) ମଧ୍ୟରେ ଖେଳାଯାଉଛି । ଅଧିକ ପଢନ୍ତୁ...

IPL 2021: royal challengers bangalore win the toss and elect to bat against punjab kings
IPL 2021: ଟସ୍‌ ଜିତିଲେ ବିରାଟ, ପଞ୍ଜାବ ବିପକ୍ଷରେ ବ୍ୟାଟିଂ କରିବ ବାଙ୍ଗାଲୋର
author img

By

Published : Oct 3, 2021, 3:39 PM IST

ଶାରଜାହ: ଆଇପିଏଲ ୨୦୨୧ର ୪୮ତମ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ଓ ପଞ୍ଜାବ କିଙ୍ଗ୍ସ(PBKS) ମଧ୍ୟରେ ଖେଳାଯାଉଛି । ଟସ୍‌ ଜିତି RCB କ୍ୟାପଟେନ ବିରାଟ କୋହଲି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ପ୍ଲେ-ଅଫ୍‌ ରେସ୍‌ ଦୃଷ୍ଟିରୁ ଉଭୟ ଟିମ ପାଇଁ ଏହି ମ୍ୟାଚ୍‌ ବେଶ୍‌ ଗୁରୁତ୍ବପୂର୍ଣ୍ଣ ରହିଛି ।

RCB ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ଥିବାବେଳେ ପଞ୍ଜାବ ପଞ୍ଚମ ସ୍ଥାନରେ ରହିଛି ।

ଆଜିର ମ୍ୟାଚ୍‌ରେ ବିଜୟ ସହ ପ୍ଲେ-ଅଫ୍‌ ସ୍ଥାନ ପକ୍କା କରିବା ଲକ୍ଷ୍ୟରେ RCB ରହିଥିବାବେଳେ ପଞ୍ଜାବ ଚତୁର୍ଥ ସ୍ଥାନରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି ।

ଚୁଡାନ୍ତ ଏକାଦଶ:

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ବିରାଟ କୋହଲି(କ୍ୟାପଟେନ୍‌), ଦେବଦତ୍ତ ପାଦିକ୍କଲ, କେଏସ ଭାରତ, ଗ୍ଳେନ ମାକ୍ସୱେଲ, ଏବି ଡି ଭିଲିୟର୍ସ, ଡି ଖ୍ରୀଷ୍ଟିଆନ, ଏସ ଅହମ୍ମଦ, ଜି ଗାର୍ଟନ, ହର୍ଷଲ ପଟେଲ, ମହମ୍ମଦ ସିରାଜ, ୟୁଜଭେନ୍ଦ୍ର ଚହଲ ।

ପଞ୍ଜାବ କିଙ୍ଗ୍ସ: କେଏଲ ରାହୁଲ(କ୍ୟାପଟେନ୍‌), ମୟଙ୍କ ଅଗ୍ରୱାଲ, ଆଡମ ମାର୍କ୍ରମ, ନିକୋଲାସ ପୁରୋନ, ଏସଏନ ଖାନ, ଏମ ହେନେରିକ୍ସ, ହରପ୍ରୀତ ବ୍ରାର, ରବି ବିଷ୍ଣୋଇ, ମହମ୍ମଦ ସାମି, ଏ ସିଂହ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.