ETV Bharat / sports

IPL 2021: CSK ବିପକ୍ଷରେ ଟସ୍‌ ଜିତି ରାଜସ୍ଥାନର ବୋଲିଂ ନିଷ୍ପତ୍ତି

ଟସ୍‌ ଜିତି ରାଜସ୍ଥାନ ରୟାଲ୍ସ କ୍ୟାପଟେନ ସଞ୍ଜୁ ସାମସନ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ...

author img

By

Published : Oct 2, 2021, 7:37 PM IST

Updated : Oct 2, 2021, 8:14 PM IST

IPL 2021: Rajasthan win toss, opt to bowl against CSK
IPL 2021: CSK ବିପକ୍ଷରେ ଟସ୍‌ ଜିତି ରାଜସ୍ଥାନର ବୋଲିଂ ନିଷ୍ପତ୍ତି

ଆବୁଧାବି: ଆଇପିଏଲ ୨୦୨୧ର ୪୭ତମ ମ୍ୟାଚ୍‌ ରାଜସ୍ଥାନ ରୟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯାଉଛି । ଟସ୍‌ ଜିତି ରାଜସ୍ଥାନ ରୟାଲ୍ସ କ୍ୟାପଟେନ ସଞ୍ଜୁ ସାମସନ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ଓ ଚେନ୍ନାଇ ସୁପର କିଙ୍ଗ୍ସକୁ ବ୍ୟାଟିଂ ଆମନ୍ତ୍ରଣ କରିଛନ୍ତି ।

ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତାଧିନ CSK ପୂର୍ବରୁ ପ୍ଲେ-ଅଫ୍‌ରେ ସ୍ଥାନ ପକ୍କା କରିସାରିଥିବାବେଳେ, ରାଜସ୍ଥାନ ରେସ୍‌ରେ ରହିଛି ।

ରାଜସ୍ଥାନ ଚୂଡାନ୍ତ ଏକାଦଶରେ ୪ଟି ପରିବର୍ତ୍ତନ କରିଛି । ଅନ୍ୟପଟେ CSK ବ୍ରାଭୋଙ୍କ ସ୍ଥାନରେ ସାମ କରନ ଓ ଦୀପକ ଚହରଙ୍କ ସ୍ଥାନରେ ଆସିଫଙ୍କୁ ସାମିଲ କରିଛି ।

ଚୂଡାନ୍ତ ଏକାଦଶ:

ରାଜସ୍ଥାନ ରୟାଲ୍ସ: ଇଭିନ ଲିୱିସ, ଜଶସ୍ବୀ ଜୟଶ୍ବାଲ, ସଞ୍ଜୁ ସାମସନ(କ୍ୟାପଟେନ/ୱିକେଟ କିପର), ଶିବମ ଦୁବେ, ଗ୍ଳେନ ଫିଲିପ୍ସ, ଡେଭିଡ ମିଲର, ରାହୁଲ ତେୱାତିଆ, ଆକାଶ ସିଂହ, ମୟଙ୍କ ମାର୍କଣ୍ଡେ, ଚେତନ ସକାରିୟା, ମୁସ୍ତାଫିଜୁର ରେହମାନ ।

ଚେନ୍ନାଇ ସୁପର କିଙ୍ଗ୍ସ: ଋତୁରାଜ ଗାଏକ୍ବାଡ, ଫାଫ୍‌ ଡୁପ୍ଲେସିସ, ମୋଇନ ଅଲୀସ ସୁରେଶ ରାଇନା, ଅମ୍ବାତି ରାୟୁଡୁ, ମହେନ୍ଦ୍ର ସିଂହ ଧୋନି(କ୍ୟାପଟେନ/ୱିକେଟ କିପର), ରବିନ୍ଦ୍ର ଜାଡେଜା, ସାମ କରନ, ଶାର୍ଦ୍ଦୁଳ ଠାକୁର, କେଏମ ଆସିଫ, ଜସ ହେଜେଲଉଡ୍‌ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 2, 2021, 8:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.