ଆବୁଧାବି: ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୧ର ୩୪ତମ ମ୍ୟାଚ୍ରେ ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ(MI) କୁ ୭ ୱକେଟରେ ହରାଇଲା କୋଲକାତା ନାଇଟ ରାଇଡର୍ସ(KKR) ।
ମୁମ୍ବାଇ ପକ୍ଷରୁ ରଖାଯାଇଥିବା ୧୫୬ ରନ୍ର ବିଜୟ ଲକ୍ଷ୍ୟକୁ ୧୫.୧ ଓଭରରେ ୩ ୱିକେଟ ହରାଇ ହାସଲ କରିନେଇଛି କୋଲକାତା ।
ଭେଙ୍କଟସ ଆୟର ୫୩ ଓ ରାହୁଲ ତ୍ରିପାଠୀ ଅର୍ଦ୍ଧଶତକୀୟ ଇଂନିସ ଖେଳି ବିଜୟରେ ପ୍ରମୁଖ ଭୁମିକା ନିଭାଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ