ହାଇଦ୍ରାବାଦ: ଆଇପିଏଲ ଟୁର୍ଣ୍ଣାମେଣ୍ଟ ଅଧାରେ ସେନାପତି ବଦଳାଇଲା ଅରେଞ୍ଜ ଆର୍ମୀ ସନରାଇଜର୍ସ ହାଇଦ୍ରାବାଦ । ଡେଭିଡ ୱାର୍ଣ୍ଣରଙ୍କ ସ୍ଥାନରେ କେନ ୱିଲିୟମସନଙ୍କୁ ଅଧିନାୟକ ଭାର ପ୍ରଦାନ କଲା ଫ୍ରାଞ୍ଜାଇଜ । ରବିବାର ହାଇଦ୍ରାବାଦ ଖେଳିବାକୁ ଥିବା ମ୍ୟାଚ ଓ ପରେ ଆଇପିଏଲ 2021ର ଅବଶିଷ୍ଟ ମ୍ୟାଚରେ ୱିଲିୟମସନ ହାଇଦ୍ରାବାଦର ଅଧିନାୟକ ଭାର ସମ୍ଭାଳିବେ । ଏନେଇ ଫ୍ରାଞ୍ଚାଇଜ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଘୋଷଣା କରିଛି ।
-
🚨 Announcement 🚨 pic.twitter.com/B9tBDWwzHe
— SunRisers Hyderabad (@SunRisers) May 1, 2021 " class="align-text-top noRightClick twitterSection" data="
">🚨 Announcement 🚨 pic.twitter.com/B9tBDWwzHe
— SunRisers Hyderabad (@SunRisers) May 1, 2021🚨 Announcement 🚨 pic.twitter.com/B9tBDWwzHe
— SunRisers Hyderabad (@SunRisers) May 1, 2021
ଏଥିସହ ଆଗାମୀ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ଚୁଡାନ୍ତ ଏକାଦଶରେ ବିଦେଶୀ ଖେଳାଳି ମଧ୍ୟ ପରିବର୍ତ୍ତନ କରିବା ନେଇ ଟିମ ମ୍ୟାନେଜମେଣ୍ଟ ନିଷ୍ପତ୍ତି ନେଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ