ନୂଆଦିଲ୍ଲୀ: ଆରମ୍ଭ ହୋଇଛି ଭାରତ ଓ ଦକ୍ଷିଣ ଆଫ୍ରିକା ଟି୨୦ ସିରିଜ୍ର ପ୍ରଥମ ମ୍ୟାଚ୍ । ପ୍ରଥମ ମ୍ୟାଚ୍ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଉଛି । ଏହି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଦକ୍ଷିଣ ଆଫ୍ରିକା । ଆଜିର ମୁକାବିଲା ଋଷଭ ପନ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ । ଭାରତ ପାଇଁ ଅଧିନାୟକ ଭାବରେ ଡେବ୍ୟୁ କରିବେ ପନ୍ତ । ଏଥିସହ ଦଳରେ କାର୍ତ୍ତିକ ଜଣେ ମାତ୍ର ବରିଷ୍ଠ ଖେଳାଳି ଭାବରେ ସାମିଲ ଅଛନ୍ତି । ୟଙ୍ଗ ବ୍ରିଗେଡ୍କୁ ନେଇ ଭାରତ କିଭଳି ପ୍ରଦର୍ଶନ କରିବ ତାହାରି ଉପରେ ସଭିଙ୍କ ନଜର ରହିବ ।
-
South Africa have won the toss and elect to bowl first against #TeamIndia
— BCCI (@BCCI) June 9, 2022 " class="align-text-top noRightClick twitterSection" data="
Live - https://t.co/lJK64Efzvg #INDvSA @Paytm pic.twitter.com/etrIPIa0Rv
">South Africa have won the toss and elect to bowl first against #TeamIndia
— BCCI (@BCCI) June 9, 2022
Live - https://t.co/lJK64Efzvg #INDvSA @Paytm pic.twitter.com/etrIPIa0RvSouth Africa have won the toss and elect to bowl first against #TeamIndia
— BCCI (@BCCI) June 9, 2022
Live - https://t.co/lJK64Efzvg #INDvSA @Paytm pic.twitter.com/etrIPIa0Rv
ଚୂଡ଼ାନ୍ତ ଏକାଦଶ
ଭାରତୀୟ ଟିମ: ଋତୁରାଜ ଗାଏକ୍ବାଡ, ଇଶାନ କିଶନ, ଶ୍ରେୟସ ଆୟର, ଋଷଭ ପନ୍ତ(କ୍ୟାପଟେନ୍), ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ, ହର୍ଷଲ ପଟେଲ, ଭୁବନେଶ୍ବର କୁମାର, ଅଭେଶ ଖାନ, ଅକ୍ଷର ପଟେଲ, ୟୁଜଭେନ୍ଦ୍ର ଚହଲ ।
ଦକ୍ଷିଣ ଆଫ୍ରିକା: କ୍ବିଣ୍ଟନ୍ ଡି' କକ୍, ଟେମ୍ବା ବଭୁମା(କ୍ୟାପଟେନ୍), ରାସି ଭାନ୍ ଡେର୍ ଡୁସେନ୍, ଡେଭିଡ ମିଲର, ଟ୍ରିଷ୍ଟାନ ଷ୍ଟବ୍ସ, ୱେନ ପାର୍ନେଲ, ଡ୍ବେନ୍ ପ୍ରିଟୋରିଅସ, କେଶବ ମହାରାଜ, ତବ୍ରେଜ୍ ଶାମ୍ସି, କାଗିସୋ ରାବାଡା, ଏନରିକ୍ ନୋର୍କିଆ ।