ETV Bharat / sports

T-୨୦ ବିଶ୍ୱକପ ପାଇଁ ଦକ୍ଷିଣ ଆଫ୍ରିକା ଟିମ୍ ଘୋଷଣା - ଟି୨୦ ବିଶ୍ବକପ

ଦକ୍ଷିଣ ଆଫ୍ରିକା (cricket South Africa ) ଟି୨୦ ବିଶ୍ବକପ ( T20 World Cup Squad ) ପାଇଁ ସ୍କ୍ବାଡ ଘୋଷଣା କରିଛି । ସେପଟେ ସେପ୍ଟେମ୍ବର ୨୮ ତାରିଖରୁ ଭାରତ ସହିତ ତିନୋଟି ଟି-୨୦ ମ୍ୟାଚ ଏବଂ ତିନୋଟି ଦିନିକିଆ ବିଶିଷ୍ଟ ସିରିଜ ଖେଳିବ ଦକ୍ଷିଣ ଆଫ୍ରିକା । ଅଧିକ ପଢନ୍ତୁ

ICC ଟି-୨୦ ବିଶ୍ବକପ ପାଇଁ ଦକ୍ଷିଣ ଆଫ୍ରିକା ସ୍କ୍ବାଡ ଘୋଷଣା

author img

By

Published : Sep 6, 2022, 6:00 PM IST

ହାଇଦ୍ରାବାଦ : ବାଜି ସାରିଛି ଆସିସି ଟି-୨୦ ବିଶ୍ବକପ ବିଗୁଲ । ଏନେଇ ଆଜି ( ମଙ୍ଗଳବାର ) ଦକ୍ଷିଣ ଆଫ୍ରିକା ( cricket South Africa ) ଟି-୨୦ ବିଶ୍ବକପ ( T20 World Cup Squad ) ପାଇଁ ସ୍କ୍ବାଡ ଘୋଷଣା କରିଛି । ଅକ୍ଟୋବର ୧୬ ରୁ ନଭେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ବକପ ଖେଳାଯିବ ।

ଆହତ ପାଇଁ ଦଳରୁ ବାଦ ପଡିଥିଲେ ଦକ୍ଷିଣ ଆଫ୍ରିକାର ଦିନିକିଆ ଅଧିନାୟକ ଏବଂ ଟେଷ୍ଟ କ୍ରିକେଟର ଉପ-ଅଧିନାୟକ ଟେମ୍ବା ବାଭୁମା । ତେବେ ଆସିସି ଟି-୨୦ ସ୍କ୍ବାଡରେ ତାଙ୍କ ନାମ ଘୋଷଣା କରାଯାଇଛି । ଟେମ୍ବା ବାଭୁମାଙ୍କ କହୁଣୀରେ ଆଘାତ ଲାଗିଥିବା କାରଣରୁ ନିକଟରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରୁ ବାଦ ପଡିଥିଲେ । ତେବେ ଆଇସିସି ଟି-୨୦ ସ୍କ୍ବାଡ ଘୋଷଣା ପରେ ଜଣାପଡିଛି କି ଆଇସିସି ଟି-୨୦ ବିଶ୍ବକପରେ ଟେମ୍ବା ବାଭୁମା ନେତୃତ୍ବ ନେବେ ।

  • 🚨 JUST IN: South Africa have unveiled their squad for the ICC Men's #T20WorldCup 2022 ⬇️

    — ICC (@ICC) September 6, 2022 " class="align-text-top noRightClick twitterSection" data=" ">

ସାଉଥ ଆଫ୍ରିକା ଆଇସିସି ଟି୨୦ ସ୍କ୍ବାଡ

ଟେମ୍ବା ବାଭୁମା ( ଅଧିନାୟକ ), କ୍ୟୁଣ୍ଟନ ଡି କକ୍, ହୈନରର୍ଚ୍ଚ କ୍ଲାସିନ, ରୀଜା ହ୍ୟାଣ୍ଡ୍ରିକ୍ସ, କେଶଭ ମହାରାଜ, ଏଡେନ ମାକ୍ରମ, ଡେଭିଡ ମିଲର, ଲୁଙ୍ଗି ନିଗିଡି, ଅନରିର୍ଚ୍ଚ ନୋରତଜେ, ୱାୟେନେ ପାରନିଲ, ଡେୱିନ ପ୍ରିଟୋରିୟସ, କାଗିସୋ ରାବଡା, ରିଲେ ରୋସ୍ସୋୱ, ତାବରେଜ ସାମ୍ସି, ତ୍ରିସ୍ତାନ ସ୍ଟୁବସ ।

ସେପଟେ ସେପ୍ଟେମ୍ବର ୨୮ ତାରିଖରୁ ଭାରତ ସହିତ ତିନୋଟି ଟି-୨୦ ମ୍ୟାଚ ଏବଂ ତିନୋଟି ଦିନିକିଆ ବିଶିଷ୍ଟ ସିରିଜ ଖେଳିବ ଦକ୍ଷିଣ ଆଫ୍ରିକା । ଏନେଇ ମଧ୍ୟ ଟି-୨୦ ଏବଂ ଦିନିକିଆ ସ୍କ୍ବାଡ ଘୋଷଣା କରିଛି CSA ।

ଦିନିକିଆ ସ୍କ୍ବାଡ

ଟେମ୍ବା ବାଭୁମା ( ଅଧିନାୟକ ), କ୍ୟୁଣ୍ଟନ ଡି କୋକ, ରୀଜା ହ୍ୟାଣ୍ଡ୍ରିକ୍ସ, ହୈନରର୍ଚ୍ଚ କ୍ଲାସିନ, କେଶଭ ମହାରାଜ, ଜାନେମନ ମଲାନ, ଏଡେନ ମାକ୍ରମ, ଡେଭିଡ ମିଲର, ଲୁଙ୍ଗି ନିଗିଡି, ଅନରିର୍ଚ୍ଚ ନୋରତଜେ, ୱାୟେନେ ପାରନିଲ, ଅଣ୍ଡିଲି ଫେହଲୁକ୍ବାୱୋ, ଡେୱିନ ପ୍ରିଟୋରିୟସ, କାଗିସୋ ରାବଡା, ତାବରେଜ ସାମ୍ସି,

ଟି- ୨୦ ସ୍କ୍ବାଡ

ଟେମ୍ବା ବାଭୁମା ( ଅଧିନାୟକ ), କ୍ୟୁଣ୍ଟନ ଡି କୋକ, ରୀଜା ହ୍ୟାଣ୍ଡ୍ରିକ୍ସ, ହୈନରର୍ଚ୍ଚ କ୍ଲାସିନ, କେଶଭ ମହାରାଜ, ଏଡେନ ମାକ୍ରମ, ଡେଭିଡ ମିଲର, ଲୁଙ୍ଗି ନିଗିଡି, ଅନରିର୍ଚ୍ଚ ନୋରତଜେ, ୱାୟେନେ ପାରନିଲ, ଡେୱିନ ପ୍ରିଟୋରିୟସ, କାଗିସୋ ରାବଡା, ରିଲେ ରୋସ୍ସୋୱ, ତାବରେଜ ସାମ୍ସି, ତ୍ରିସ୍ତାନ ସ୍ଟୁବସ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.