ETV Bharat / sports

IPL 2022 Final: ଟାର୍ଗେଟ ଟ୍ରଫି, ଗୁଜରାଟ ବିପକ୍ଷରେ ଟସ୍‌ ଜିତିଲା ରାଜସ୍ଥାନ - ଗୁଜୁରାଟ ଟାଇଟନ୍ସ ବନାମ ରାଜସ୍ଥାନ ରୟାଲ୍ସ

ଇଣ୍ଡିଆନ ପ୍ରିମିୟର ଲିଗର(IPL 2022) ଫାଇନାଲ ମୁକାବିଲା ରାଜସ୍ଥାନ ରୟାଲ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯାଉଛି । ଟସ୍‌ ଜିତି ରାଜସ୍ଥାନ କ୍ୟାପଟେନ ସଞ୍ଜୁ ସାମସନ ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଛନ୍ତି । ଅଧିକ ପଢ଼ନ୍ତୁ

IPL 2022 Final match: ଟ୍ରଫି ଲଢ଼େଇ ମ୍ୟାଚ୍‌ ଟସ୍‌ ଜିତିଲେ ସାମସନ୍ସ, ପ୍ରଥମେ ବ୍ୟାଟିଂ କରିବ ଗୁଜୁରାଟ

author img

By

Published : May 29, 2022, 7:39 PM IST

Updated : May 29, 2022, 7:53 PM IST

ଅହମ୍ମଦାବାଦ: ଇଣ୍ଡିଆନ ପ୍ରିମିୟର ଲିଗର(IPL 2022) ଫାଇନାଲ ମୁକାବିଲା ରାଜସ୍ଥାନ ରୟାଲ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯାଉଛି । ଟସ୍‌ ଜିତି ରାଜସ୍ଥାନ କ୍ୟାପଟେନ ସଞ୍ଜୁ ସାମସନ ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଛନ୍ତି । ୬୬ ଦିନର ୭୩ଟି ମ୍ୟାଚ୍‌ ପରେ ଫାଇନାଲରେ ଟ୍ରଫି ଲଢେଇରେ ଅଛନ୍ତି ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ । ଆଜିର ମ୍ୟାଚ୍‌ ପାଇଁ ରାଜସ୍ଥାନ ରୟାଲ୍ସ ଦଳ ଅପରିବର୍ତ୍ତିତ ରହିଥିବା ବେଳେ ଗୁଜୁରାଟ ଟାଇଟନ୍ସ ଦଳରେ ଗୋଟିଏ ପରିବର୍ତ୍ତନ ହୋଇଛି । ଅଲରାଉଣ୍ଡର ଅଲଜାରୀ ଜୋଶେଫଙ୍କ ସ୍ଥାନରେ ଲକି ଫର୍ଗୁସନଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଛି ।

ଚୂଡ଼ାନ୍ତ ଏକାଦଶ:

ଗୁଜୁରାଟ ଟାଇଟନ୍ସ : ରିଦ୍ଧିମାନ ସାହା, ଶୁଭମନ ଗିଲ, ମାଥ୍ୟୁ ୱେଡ, ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ଡେଭିଡ ମିଲର, ରାହୁଲ ତେୱତିଆ, ରସିଦ ଖାନ, ରବିଶ୍ରୀନିବାସନ ସାଇ କିଶୋର, ଲକି ଫର୍ଗୁସନ୍, ୟଶ ଦୟାଲ, ମହମ୍ମଦ ସାମି ।

ରାଜସ୍ଥାନ ରୟାଲ୍ସ: ଯଶସ୍ବୀ ଜୟସ୍ବାଲ, ଜୋସ୍ ବଟଲର୍, ସଞ୍ଜୁ ସାମସନ୍(ଅଧିନାୟକ), ଦେବଦତ୍ତ ପାଦିକ୍କଲ୍, ସିମ୍ରନ୍ ହେଟମେୟର, ରିଆନ୍ ପରାଗ, ରବିଚନ୍ଦ୍ରନ୍ ଅଶ୍ବିନ୍, ଟ୍ରେଣ୍ଟ ବୋଲ୍ଟ, ପ୍ରସିଦ୍ଧ କ୍ରୀଷ୍ଣା, ଓବେଡ ମ୍ୟାକ୍‌କୋଇ, ୟୁଜିବେନ୍ଦ୍ର ଚହଲ ।

Last Updated : May 29, 2022, 7:53 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.