ETV Bharat / sports

BCCI Senior Womens T20 league: ହରିୟାଣାକୁ ହରାଇ ସେମିରେ ଓଡ଼ିଶା

author img

By

Published : May 1, 2022, 11:54 AM IST

ଜାତୀୟ ମହିଳା ଟି-୨୦ ଲିଗ୍‌ରେ ଜାରି ରହିଛି ଓଡ଼ିଶା ଦଳର ଜଲୱା । ଏହି ଲିଗ୍‌ରେ ବର୍ତ୍ତମାନ ସେମିକୁ ଉନ୍ନିତ ହୋଇଛି ଟିମ୍‌ ଓଡ଼ିଶା । ଅଧିକ ପଢ଼ନ୍ତୁ

BCCI Senior Womens T20 league: ହରିୟାଣାକୁ ହରାଇ ସେମୀରେ ଓଡ଼ିଶା

ଭୁବନେଶ୍ବର: ଜାତୀୟ ମହିଳା ଟି-୨୦ ଲିଗ୍‌ରେ ଜାରି ରହିଛି ଓଡ଼ିଶା ଦଳର ଜଲୱା । ଏହି ଲିଗ୍‌ରେ ବର୍ତ୍ତମାନ ସେମିକୁ ଉନ୍ନିତ ହୋଇଛି ଟିମ୍‌ ଓଡ଼ିଶା । ଏହାକୁ ନେଇ ଓଡ଼ିଶା କ୍ରୀଡ଼ା ବିଭାଗ ପକ୍ଷରୁ ଟ୍ବିଟ୍‌ କରି ସୂଚନା ଦିଆଯାଇଛି ।

  • 𝗠𝗮𝗱𝗵𝘂𝗿𝗶 𝗠𝗮𝗸𝗲𝘀 𝗠𝗲𝗿𝗿𝘆!

    High-flying #Odisha rode on a fine knock of 66 by #MadhuriMeheta to beat #Haryana by 13 runs in the quarter-finals of the BCCI Senior Womens T20 Tournament in Surat, Gujarat.

    Well done and best wishes for the semifinals! pic.twitter.com/8MdNVH08Lk

    — Odisha Sports (@sports_odisha) April 30, 2022 " class="align-text-top noRightClick twitterSection" data=" ">

ସୁରଟରେ ଖେଳାଯାଇଥିବା ଏହି ଲିଗ୍‌ର କ୍ବାର୍ଟରଫାଇନାଲ୍‌ ମ୍ୟାଚ୍‌ରେ ଓଡି଼ଶା ଦଳ ହରିୟାଣାକୁ ୧୩ ରନ୍‌ରେ ମାତ୍‌ ଦେଇ ସେମିକୁ ଉନ୍ନିତ ହୋଇଛି । ମ୍ୟାଚ୍‌ ପ୍ରଥମେ ଟସ୍‌ ଜିତି ଓଡ଼ିଶାକୁ ବ୍ୟାଟିଂ ପାଇଁ ଆମନ୍ତ୍ରିତ କରିଥିଲେ ହରିୟାଣା । ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ଓଡ଼ିଶା ଦଳ ୧୫୧ ରନ୍‌ କରିବାକୁ ସକ୍ଷମ ହୋଇଥିଲା ।

ଓଡ଼ିଶା ପକ୍ଷରୁ ବ୍ୟାଟର ମାଧୁରୀ ମେହେଟା ସର୍ବାଧିକ ୬୬ ରନ୍‌ କରିଥିଲେ । ତାଙ୍କ ପଛକୁ ପ୍ରଜ୍ଞା ମହାନ୍ତି ୧୯ ବଲ୍‌ରୁ ୩୦ କରିଥିଲେ । ଜବାବ୍‌ରେ ହରିୟାଣା କେବଳ ୧୩୧ ରନ୍‌ କରି ପାରିଥିଲା । ଓଡ଼ିଶା ବୋଲରଙ୍କ ଶୃଙ୍ଖଳିତ ବୋଲିଂ କୌଣସି ଜବାବ ଦେଇ ପାରିନଥିଲେ ହରିୟାଣା ବ୍ୟାଟର । ସେମିଫାଇନାଲ୍‌ରେ ଗତଥର ଚମ୍ପିଆନ୍‌ ରେଳବାଇ ଦଳକୁ ଭେଟିବ ଓଡ଼ିଶା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.