ETV Bharat / sports

ଓ୍ବାର୍ଣ୍ଣଙ୍କ ଦେହାନ୍ତରେ ଶୋକ ପ୍ରକାଶ କଲା OCA - ସେନ ଓ୍ବାନ ମୃତ୍ୟ ଅପଡେଟ ଖବର

କିମ୍ବଦନ୍ତୀ ଅଷ୍ଟ୍ରେଲିୟ କ୍ରିକେଟର ସେନ ଓ୍ବାର୍ଣ୍ଣଙ୍କ ୫୨ ବର୍ଷରେ ଦେହାନ୍ତ ଘଟିଛି । ତାଙ୍କ ମୃତ୍ୟୁକୁ ନେଇ ଶୋକ ପ୍ରକାଶ କଲେ ଓସିଏ ସମ୍ପାଦକ ସଞ୍ଜୟ ବେହେରା । ଅଧିକ ପଢନ୍ତୁ

ୱାର୍ନଙ୍କ ଦେହାନ୍ତରେ ଶୋକ ପ୍ରକାଶ କଲା ଓସିଏ
ୱାର୍ନଙ୍କ ଦେହାନ୍ତରେ ଶୋକ ପ୍ରକାଶ କଲା ଓସିଏ
author img

By

Published : Mar 4, 2022, 10:45 PM IST

କଟକ: କିମ୍ବଦନ୍ତୀ ଅଷ୍ଟ୍ରେଲିୟ କ୍ରିକେଟର ସେନ ଓ୍ବାର୍ଣ୍ଣଙ୍କ ୫୨ ବର୍ଷରେ ଦେହାନ୍ତ ଘଟିଛି । ସେନ ଓ୍ବାର୍ଣ୍ଣଙ୍କ ମୃତ୍ୟୁକୁ ନେଇ ଶୋକ ପ୍ରକାଶ କଲେ ଓସିଏ ସମ୍ପାଦକ ସଞ୍ଜୟ ବେହେରା ।

ସଞ୍ଜୟ ବେହେରା କହିଛନ୍ତି, ସେନ ୱାର୍ନ ଜଣେ ଜାଦୁଗରି ସ୍ପିନର ଥିଲେ ଏବଂ ନୁଆ ପିଢିର ଖେଳାଳିମାନେ ତାଙ୍କ ଠାରୁ ଅନେକ କିଛି ଶିଖିବାର ଥିଲା । କିନ୍ତୁ, ତାଙ୍କର ଦେହାନ୍ତରେ ଆମେ ଗଭୀର ଭାବେ ମର୍ମାହିତ ଏବଂ ଦୁଖିତଃ ଏବଂ ତାଙ୍କର ଅମର ଆତ୍ମାର ସଦଗତି କାମନା କରୁଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.