ETV Bharat / sports

OCA ଚୟନ କମିଟି ଘୋଷଣା, ଅଧ୍ୟକ୍ଷ ପଦ ବଜାୟ ରଖିଲେ ପ୍ରଭଞ୍ଜନ - ପ୍ରଭଞ୍ଜନ ମଲିକ ଓସିଏ ଚୟନକର୍ତ୍ତା

ନିୟର ଚୟନ କମିଟିର ଅଧ୍ୟକ୍ଷ ପଦରେ ପୁଣି ଥରେ ପ୍ରଭଞ୍ଜନ ମଲ୍ଲିକଙ୍କୁ ଚୟନ କରିଛି ଓଡିଶା କ୍ରିକେଟ ଆସୋସିଏସନ(OCA) । ଅଧିକ ପଢନ୍ତୁ

OCA Announces Senior and Junior Selection Committees
OCA ଚୟନ କମିଟି ଘୋଷଣା, ଅଧ୍ୟକ୍ଷ ପଦ ବଜାୟ ରଖିଲେ ପ୍ରଭଞ୍ଜନ
author img

By

Published : Apr 8, 2022, 10:38 PM IST

କଟକ: ଓଡିଶା କ୍ରିକେଟ ଆସୋସିଏସନ(OCA) 2022-23 ବର୍ଷ ପାଇଁ ଚୟନ କମିଟି(OCA Selection Committee) ଗଠନ କରିଛି। ଉଭୟ ସିନିୟର ଓ ଜୁନିୟର ବର୍ଗ ପାଇଁ ଆଜି 5 ଜଣିଆ ସଦସ୍ୟ ବିଶିଷ୍ଟ କମିଟି ଗଠନ କରିଛି ଓଡିଶା କ୍ରିକେଟ ସଂଘ। ତେବେ ସିନିୟର ଚୟନ କମିଟିର ଅଧ୍ୟକ୍ଷ ପଦରେ ପୁଣି ଥରେ ପ୍ରଭଞ୍ଜନ ମଲ୍ଲିକଙ୍କୁ ଚୟନ କରିଛି ଓସିଏ ।

ସେହିପରି ସଦସ୍ୟ ତାଲିକାରେ ରହିଛନ୍ତି ସୌରଜିତ ମହାପାତ୍ର, ପାନଲାଲ ବୋଷ, ବାସୁଦେବ ମହାନ୍ତି ଓ ବିକାଶ ପତି । ଅନ୍ୟପଟେ ଜୁନିୟର ଚୟନ କମିଟି ଅଧକ୍ଷ ପଦ ବଜାୟ ରଖିଛନ୍ତି ଅମୀୟ ମହାନ୍ତି । ସୋମନାଥ ସାହୁ, ସୁବ୍ରତ ବିଶ୍ବାଳ, ବିବିସିସି ମହାପାତ୍ର ଓ ଶୁଭ୍ରଜିତ ସାହୁ କମିଟିର ସଦସ୍ୟ ରହିଛନ୍ତି। ବିସିସିଆଇର ଆସନ୍ତା ଘରୋଇ ସିଜିନ ମ୍ୟାଚ୍‌ ପାଇଁ ଉଭୟ ଜୁନିୟର ଓ ସିନିୟର ଟିମ ଚୟନ କରିବେ ଏହି କମିଟି ।

କଟକରୁ ପ୍ରଭୁ କଲ୍ୟାଣ ପାଲ୍‌, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.