ସେଞ୍ଚୁରିଅନ(ଦକ୍ଷିଣ ଆଫ୍ରିକା): ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ ବିଜୟ ପରେ ଭାରତୀୟ ଟେଷ୍ଟ କ୍ୟାପଟେନ ବିରାଟ କୋହଲି ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ପ୍ରଶଂସା କରିଛନ୍ତି । ବର୍ତ୍ତମାନ ସମୟରେ ସାମି ବିଶ୍ବ କ୍ରିକେଟର ୩ଜଣ ଶ୍ରେଷ୍ଠ ଦ୍ରୁତ ବୋଲରଙ୍କ ମଧ୍ୟରୁ ଅନ୍ୟତମ ବୋଲି କୋହଲି କହିଛନ୍ତି।
-
Scenes from Centurion 👌https://t.co/Z3MPyesSeZ goes behind the scenes post #TeamIndia's historic win at SuperSport Park 🏟️🙌
— BCCI (@BCCI) December 30, 2021 " class="align-text-top noRightClick twitterSection" data="
Full video coming up soon 📽️ - Stay tuned ⏳#SAvIND pic.twitter.com/oKyGhm0MxF
">Scenes from Centurion 👌https://t.co/Z3MPyesSeZ goes behind the scenes post #TeamIndia's historic win at SuperSport Park 🏟️🙌
— BCCI (@BCCI) December 30, 2021
Full video coming up soon 📽️ - Stay tuned ⏳#SAvIND pic.twitter.com/oKyGhm0MxFScenes from Centurion 👌https://t.co/Z3MPyesSeZ goes behind the scenes post #TeamIndia's historic win at SuperSport Park 🏟️🙌
— BCCI (@BCCI) December 30, 2021
Full video coming up soon 📽️ - Stay tuned ⏳#SAvIND pic.twitter.com/oKyGhm0MxF
ପ୍ରଥମ ଇଂନିସରେ ସାମି ୫ଟି ୱିକେଟ ଅକ୍ତିଆର କରିଥିବାସହ ମଙ୍ଗଳବାର କ୍ରିକେଟର ଲମ୍ବା ଫର୍ମାଟରେ ୨୦୦ ୱିକେଟ ପୂରଣ କରିଥିଲେ । ଦ୍ବିତୀୟ ଇଂନିସରେ ସାମି ୩ଜଣ ଦକ୍ଷୀୟ ଆଫ୍ରିକୀୟ ଖେଳାଳିଙ୍କୁ ଆଉଟ୍ କରି ଭାରତର ବିଜୟ ସହଜ କରିଥିଲେ ।
ଏହାମଧ୍ୟ ପଢନ୍ତୁ: ସେଞ୍ଚୁରିଅନରେ ସ୍ମରଣୀୟ ବିଜୟ ସହ ବର୍ଷ ଶେଷ କଲା ଟିମ ଇଣ୍ଡିଆ
ଦକ୍ଷିଣ ଆଫ୍ରିକାକୁ ୧୧୩ ରନ୍ରେ ହରାଇ ଭାରତ ସେଞ୍ଚୁରିଅନରେ ପ୍ରଥମ ଟେଷ୍ଟ ମ୍ୟାଚ୍ ବିଜୟର ସ୍ବାଦ ଚାଖିଛି । ଏଥିସହ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରଜରେ ୧-୦ରେ ଆଗୁଆ ରହିଛି ।