ନୂଆଦିଲ୍ଲୀ: ଓପନର କେଏଲ ରାହୁଲଙ୍କୁ ମିଳିଲା ଟିମ ଇଣ୍ଡିଆର ଟେଷ୍ଟ ଉପ-ଅଧିନାୟକ ପଦ(vice-captaincy)। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯିବାକୁ ଥିବା ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଉପ-ଅଧିନାୟକ ଦାୟିତ୍ବ ତୁଲାଇବେ ରାହୁଲ ।
-
How did #TeamIndia recharge their batteries ahead of their first training session in Jo'Burg? 🤔
— BCCI (@BCCI) December 18, 2021 " class="align-text-top noRightClick twitterSection" data="
On your marks, get set & Footvolley! ☺️😎👏👌#SAvIND pic.twitter.com/dIyn8y1wtz
">How did #TeamIndia recharge their batteries ahead of their first training session in Jo'Burg? 🤔
— BCCI (@BCCI) December 18, 2021
On your marks, get set & Footvolley! ☺️😎👏👌#SAvIND pic.twitter.com/dIyn8y1wtzHow did #TeamIndia recharge their batteries ahead of their first training session in Jo'Burg? 🤔
— BCCI (@BCCI) December 18, 2021
On your marks, get set & Footvolley! ☺️😎👏👌#SAvIND pic.twitter.com/dIyn8y1wtz
BCCIର ଜାତୀୟ ଚୟନକର୍ତ୍ତା ରୋହିତ ଶର୍ମାଙ୍କୁ ଟେଷ୍ଟ ଉପ-ଅଧିନାୟକ ଭାବେ ନିଯୁକ୍ତ କରିଥିଲେ । ମାତ୍ର ମାଂସପେଶୀ ଜନିତ ଆହତ କାରଣରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରୁ ବାଦ୍ ପଡିଛନ୍ତି ରୋହିତ । ଫଳରେ କୋହଲିଙ୍କ ଡେପୁଟି ଭାବେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ନଜର ଆସିବେ ରାହୁଲ ।
ଏହାମଧ୍ୟ ପଢନ୍ତୁ: ରୋହିତ ଶର୍ମାଙ୍କୁ ଯୋଗ୍ୟ ଅଧନାୟକ କହିଲେ ଗାଙ୍ଗୁଲି
ମାଂଶପେଶୀ ଜନିତ ଆହତ କାରଣରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯିବାକୁ ଥିବା ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରୁ ରୋହିତ ଶର୍ମା ବାଦ ପଡିବା ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ସୋମବାର ଘୋଷଣା କରିଥିଲା ।
ଏଥିସହ ରୋହିତଙ୍କ ସ୍ଥାନରେ ପ୍ରିୟଙ୍କ ପଞ୍ଚଲଙ୍କୁ ଟେଷ୍ଟ ସ୍କ୍ବାଡ୍ରେ ସାମିଲ କରାଯାଇଥବା ମଧ୍ୟ ବିଜ୍ଞପ୍ତିରେ ସ୍ପଷ୍ଟ କରିଥିଲା ବୋର୍ଡ(BCCI) ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ