ETV Bharat / sports

ଜୟ ଶାହାଙ୍କୁ ଭେଟିଲେ ଜୟସୁରିୟା, ଶ୍ରୀଲଙ୍କା କ୍ରିକେଟକୁ ନେଇ କଲେ ଚର୍ଚ୍ଚା

author img

By

Published : Aug 22, 2022, 7:23 AM IST

ଭାରତୀୟ କ୍ରିକେଟ ବୋର୍ଡର(Board of Control for Cricket in India) ସମ୍ପାଦକ ଜୟ ଶାହାଙ୍କୁ(jay saha) ଭେଟିଲେ ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର( srilanka former cricketer) ସନତ ଜୟସୁରିଆ । ଅଧିକ ପଢନ୍ତୁ

ଜୟ ଶାହାଙ୍କୁ ଭେଟିଲେ ଜୟସୁରିୟା, ଶ୍ରୀଲଙ୍କା କ୍ରିକେଟ ବିଷୟରେ କଲେ ଚର୍ଚ୍ଚା

ହାଇଦ୍ରାବାଦ: ଭାରତୀୟ କ୍ରିକେଟ ବୋର୍ଡର(Board of Control for Cricket in India) ସମ୍ପାଦକ ଜୟ ଶାହାଙ୍କୁ(jay saha) ଭେଟିଲେ ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର( sri lanka former cricketer) ସନତ ଜୟସୁରିଆ । ଏହି କାର୍ଯ୍ୟକ୍ରମରେ ଶ୍ରୀଲଙ୍କା କ୍ରିକେଟ ସହିତ ଜଡିତ ଥିବା ମୁଦ୍ଦା ଗୁଡିକ ବିଷୟରେ ଜୟ ଶାହାଙ୍କ ସହିତ ଆଲୋଚନା କରିଥିଲେ । ଏନେଇ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ସନତ ଜୟସୁରିଆ (Sanath Jayasuriya) ।

  • It was an honor and a pleasure to meet Mr @JayShah Honorary secretary, Indian Cricket Board & Chairman, Asian Cricket Council. Thank you sir for agreeing to see us at such short notice. We discussed some important issues regarding cricket in Sri Lanka pic.twitter.com/Z39bzUaQin

    — Sanath Jayasuriya (@Sanath07) August 21, 2022 " class="align-text-top noRightClick twitterSection" data=" ">

ଅର୍ଥନୈତିକ ସଙ୍କଟ ଦେଇ ବର୍ତ୍ତମାନ ଶ୍ରୀଲଙ୍କା ଗତି କରୁଛି । ଯେଉଁ କାରଣରୁ ଶ୍ରୀଲଙ୍କା କିକ୍ରେଟ ବୋର୍ଡରେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି । ଆସନ୍ତା ସପ୍ତାହରେ ଆରମ୍ଭ ହେବାକୁ ଥିବା ଏସିଆ କପର(asia cup) ଆୟୋଜନ ପ୍ରଥମେ ଶ୍ରୀଲଙ୍କାକୁ ଦିଆଯାଇଥିଲା । ହେଲେ ଶ୍ରୀଲଙ୍କାର ଆର୍ଥିକ ପରିସ୍ଥିତି କାରଣରୁ ଏସିଆ କପର ଆୟୋଜନକୁ ୟୁଏଇକୁ ସ୍ଥାନାନ୍ତର କରାଯାଇଛି । ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ସନତ ଜୟସୁରିୟା ଭାରତୀୟ କ୍ରିକେଟ ବୋର୍ଡର ସମ୍ପାଦକ ଶାହା ଜୟ ଶାହାଙ୍କୁ ଭେଟି ଶ୍ରୀଲଙ୍କା କ୍ରିକେଟ ବୋର୍ଡ ସହିତ ଜଡିତ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ତେବେ ଜୟ ଶାହା ଏବଂ ଜୟସୁରିୟାଙ୍କ ସାକ୍ଷାତ ପରେ ବିସିସିଆଇ ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ସହାୟତା କରିବ ବୋଲି ଆଶା କରାଯାଉଛି ।

ଜୟ ଶାହାଙ୍କ ସାକ୍ଷାତ ପରେ ଜୟସୁରିୟା ଟ୍ବିଟ କରି ଲେଖିଛନ୍ତି "BCCI ସମ୍ପାଦକ ଜୟ ଶାହାଙ୍କ ସହିତ ସାକ୍ଷାତ ସମ୍ମାନ ଏବଂ ଖୁସିର କଥା । କମ୍‌ ସମୟ ଭିତରେ ସାକ୍ଷାତ କରିବା ପାଇଁ ସହମତି ଦେଇଥିବାରୁ ଆପଣଙ୍କୁ ଧନ୍ୟବାଦ । ଆମେ ଶ୍ରୀଲଙ୍କା ସମ୍ବନ୍ଧ କିଛି ମହତ୍ବପୂର୍ଣ୍ଣ ବିଷୟରେ ଆଲୋଚନା କରିଲୁ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.