ETV Bharat / sports

IPL 2022: ଟସ୍‌ ଜିିତିଲା ହାଇଦ୍ରାବାଦ, ଲକ୍ଷ୍ନୌକୁ ବ୍ୟାଟିଂ ଆମନ୍ତ୍ରଣ

ଟସ୍‌ ଜିତି ହାଇଦ୍ରାବାଦ କ୍ୟାପଟେନ୍‌ କେନ ୱିଲିୟମସନ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ ପ୍ରଥମେ ବ୍ୟାଟିଂ କରିବ ଲକ୍ଷ୍ନୌ ସୁପରଜିଆଣ୍ଟ୍‌ସ । ଅଧିକ ପଢନ୍ତୁ

author img

By

Published : Apr 4, 2022, 7:21 PM IST

Updated : Apr 4, 2022, 7:31 PM IST

IPL 2022: Sunrisers Hyderabad won The toss opt to bowl first against Lucknow Supergiants
IPL 2022: ଟସ୍‌ ଜିିତିଲା ହାଇଦ୍ରାବାଦ, ଲକ୍ଷ୍ନୌକୁ ବ୍ୟାଟିଂ ଆମନ୍ତ୍ରଣ

ମୁମ୍ବାଇ: ଆଇପିଏଲର ଦ୍ବାଦଶତମ ମ୍ୟାଚ୍‌ ସନରାଇଜର୍ସ ହାଇଦ୍ରାବାଦ ଓ ଲକ୍ଷ୍ନୌ ସୁପର ଜିଆଣ୍ଟ୍‌ସ ମଧ୍ୟରେ ଖେଳାଯାଉଛି । ଟସ୍‌ ଜିତି ହାଇଦ୍ରାବାଦ କ୍ୟାପଟେନ୍‌ କେନ ୱିଲିୟମସନ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ ପ୍ରଥମେ ବ୍ୟାଟିଂ କରିବ ଲକ୍ଷ୍ନୌ ସୁପରଜିଆଣ୍ଟ୍‌ସ । ଉଭୟ ଟିମରେ ଏକାଧିକ ଷ୍ଟାର ଖେଳାଳି ଥିବାରୁ ମ୍ୟାଚ୍‌ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି । ଅଲରାଉଣ୍ଡର ଜେସନ ହୋଲ୍ଡର ଲକ୍ଷ୍ନୌ ସୁପର ଜିଆଣ୍ଟସ ପକ୍ଷରୁ ଡେବ୍ୟୁ କରିଛନ୍ତି ।

ଚୁଡାନ୍ତ ଏକାଦଶ:

ସନରାଇଜର୍ସ ହାଇଦ୍ରାବାଦ: କେନ୍‌ ୱିଲିୟମସନ(କ୍ୟାପଟେନ୍‌), ଅଭିଶେକ ଶର୍ମା, ଆଡନ ମାର୍କ୍ରମ, ରାହୁଲ ତ୍ରିପାଠୀ, ନିକୋଲାସ ପୋରୋନ(ଅବଦୁଲ ସମାଦ), ରୋମାରିଓ ସେଫର୍ଡ, ୱାସିଂଟନ ସୁନ୍ଦର, ଭୁବନେଶ୍ବର କୁମାର, ଟି ନଟରାଜନ, ଉରମାନ ମଲିକ ।

ଲକ୍ଷ୍ନୌ ସୁପର ଜିଆଣ୍ଟସ: କେଏଲ ରାହୁଲ(କ୍ୟାପଟେନ୍‌), କ୍ବିଣ୍ଟନ ଡିକକ୍‌(ୱିକେଟ କିପର), ମନୀଷ ପାଣ୍ଡେ, ଇଭିନ ଲୁଇସ, ଦୀପକ ହୁଡ୍ଡା, ଆୟୁଷ ବଦୋନି, କ୍ରୁଣାଳ ପାଣ୍ଡ୍ୟା, ଜେସନ ହୋଲ୍ଡର, ଆଣ୍ଡ୍ରିୟୁ ଟାଇ, ରବି ବିଷ୍ଣୋଇ, ଅଭେଶ ଖାନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 4, 2022, 7:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.