ETV Bharat / sports

IPL 2020: ପ୍ରଥମେ ବ୍ୟାଟିଂ କରିବ ମୁମ୍ବାଇ ଇଣ୍ଡିଆନ୍ସ

author img

By

Published : Sep 23, 2021, 7:12 PM IST

Updated : Sep 23, 2021, 8:35 PM IST

ଟସ୍‌ ଜିତି କୋଲକାତା ନାଇଟ ରାଇଡର୍ସ କ୍ୟାପଟେନ ଇଆନ ମୋର୍ଗାନ ନେଲେ ପ୍ରଥମେ ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ମୁମ୍ବାଇ ଇଣ୍ଡିଆନ୍ସ । ଅଧିକ ପଢନ୍ତୁ...

IPL 2020: KKR won the toss, chose to bowl against MI
IPL 2020: ପ୍ରଥମେ ବ୍ୟାଟିଂ କରିବମୁମ୍ବାଇ ଇଣ୍ଡିଆନ୍ସ

ଆବୁଧାବି: ଇଣ୍ଡିଆନ ପ୍ରିମିୟର ଲିଗ୍‌ ୨୦୨୧ର ୩୪ତମ ମ୍ୟାଚ୍‌ ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ(MI) ଓ କୋଲକାତା ନାଇଟ ରାଇଡର୍ସ(KKR) ମଧ୍ୟରେ ଖେଳାଯାଉଛି । ଟସ୍‌ ଜିତି କୋଲକାତା ନାଇଟ ରାଇଡର୍ସ କ୍ୟାପଟେନ ଇଆନ ମୋର୍ଗାନ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ ପ୍ରଥମେ ବ୍ୟାଟିଂ କରିବ ମୁମ୍ବାଇ ଇଣ୍ଡିଆନ୍ସ ।

UAE ଲିଗ୍‌ର ପ୍ରଥମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ପରାସ୍ତ ହୋଇଥିଲା ମୁମ୍ବାଇ । ଏହି ପରାଜୟକୁ ଭୁଲି ବିଜୟ ଟ୍ରାକ୍‌କୁ ଫେରିବା ଲକ୍ଷ୍ୟରେ ରହିଛି ରୋହିତ ଶର୍ମାଙ୍କ ଟିମ ।

ଚୂଡାନ୍ତ ଏକାଦଶ:

ମୁମ୍ବାଇ ଇଣ୍ଡିଆନ୍ସ: କ୍ବିଣ୍ଟନ ଡିକକ୍‌(ୱିକେଟ କିପର), ରୋହିତ ଶର୍ମା(କ୍ୟାପଟେନ), ସୂର୍ଯ୍ୟକୁମାର ଯାଦବ, ଇଶାନ ଖିଶନ, ସୌରଭ ତିୱାରୀ, କିରଣ ପୋଲାର୍ଡ, କ୍ରୁଣାଳ ପାଣ୍ଡ୍ୟା, ଆଡାମ ମିଲନେ, ରାହୁଲ ଚହର, ଜଶପ୍ରୀତ ବୁମରା, ଟ୍ରେଣ୍ଟ ବୋଲ୍ଟ ।

କୋଲକାତା ନାଇଟ ରାଇଡର୍ସ: ଶୁଭମନ ଗିଲ୍‌, ଭେଙ୍କଟସ ଆୟର, ରାହୁଲ ତ୍ରିପାଠୀ, ନୀତିଶ ରାଣା, ଇଆନ ମୋର୍ଗାନ(କ୍ୟାପଟେନ୍‌), ଦିନେଶ କାର୍ତ୍ତିକ(ୱିକେଟ କିପର), ଆନ୍ଦ୍ରେ ରସେଲ, ସୁନୀଲ ନାରିନ, ଲୁକି ଫର୍ଗୁସନ, ବରୁଣ ଚକ୍ରବର୍ତ୍ତୀ, ପ୍ରସିଦ୍ଧ କ୍ରୀଷ୍ଣା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 23, 2021, 8:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.