ETV Bharat / sports

IPL 2022: କ୍ୟାପିଟାଲ୍ସ ବିପକ୍ଷରେ ଟସ୍ ଜିତି ହାଇଦ୍ରାବାଦର ବୋଲିଂ ନିଷ୍ପତ୍ତି

author img

By

Published : May 5, 2022, 7:12 PM IST

Updated : May 5, 2022, 7:26 PM IST

ଆଇପିଏଲ ୨୦୨୨ର ୫୦ତମ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନ୍ ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଜାରି । ଟସ୍ ଜିତି ହାଇଦ୍ରାବାଦର ପ୍ରଥମେ ବୋଲିଂ ନିଷ୍ପତ୍ତି । ଅଧିକ ପଢନ୍ତୁ

IPL 2022: କ୍ୟାପିଟାଲ୍ସ ବିପକ୍ଷରେ ଟସ୍ ଜିତି ହାଇଦ୍ରାବାଦର ବୋଲିଂ ନିଷ୍ପତ୍ତି
IPL 2022: କ୍ୟାପିଟାଲ୍ସ ବିପକ୍ଷରେ ଟସ୍ ଜିତି ହାଇଦ୍ରାବାଦର ବୋଲିଂ ନିଷ୍ପତ୍ତି

ମୁମ୍ବାଇ: ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟର(IPL 2022) ୫୦ତମ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନ୍ ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଛି । ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି ହାଇଦ୍ରାବାଦ କ୍ୟାପଟେନ କେନ ୱିଲିୟମସନ । ଉଭୟ ଦଳ ପାଇଁ ପ୍ଲେ ଅଫ୍‌ର ସୁଯୋଗ ରହିଥିବାରୁ ଆଜିର ମ୍ୟାଚ ବିଶେଷ ଗୁରୁତ୍ବ ବହନ କରୁଛି । ଅନ୍ୟପଟେ ହାଇଦ୍ରାବାଦ ବିପକ୍ଷରେ ୮ ବର୍ଷ ପରେ ପ୍ରଥମ ଥର ମ୍ୟାଚ୍‌ ଖେଳିବେ ଡେଭିଡ ୱାର୍ଣ୍ଣର ।

ଚୂଡାନ୍ତ ଏକାଦଶ:-

ଦିଲ୍ଲୀ କ୍ୟାପିଟାଲ୍ସ : ଡେଭିଡ ୱାର୍ଣ୍ଣର, ମନଦୀପ ସିଂହ, ମିଚେଲ ମାର୍ଶ, ଋଷଭ ପନ୍ତ(କ୍ୟାପଟେନ୍‌/ ୱିକେଟ କିପର), ଲଳିତ ଯାଦବ, ରୋଭମନ ପୋୱେଲ, ରିପଲ ପଟେଲ, ଶାର୍ଦ୍ଦୁଳ ଠାକୁର, କୁଲଦୀପ ଯାଦବ, ଖଲିଲ ଅହମ୍ମଦ ଏବଂ ଅନରିଚ ନର୍କିୟା ।

ସନରାଇଜର୍ସ ହାଇଦ୍ରାବାଦ: ଅଭିଶେକ ଶର୍ମା, କେନ ୱିଲିୟମସନ(କ୍ୟାପଟେନ୍‌ ), ରାହୁଲ ତ୍ରିପାଠୀ, ଏଡନ ମାର୍କରମ, ନିକୋଲାସ ପୋରନ(ୱିକେଟ କିପର), ଶଶାଙ୍କ ସିଂହ, ଶ୍ରେୟାସ ଗୋପାଳ, ସିନ ଆବଟ୍ଟ, ଭୁବନେଶ୍ବର କୁମାର, କାର୍ତ୍ତିକ ତ୍ୟାଗୀ, ଉମରନ ମଲ୍ଲିକ ।

Last Updated : May 5, 2022, 7:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.