ETV Bharat / sports

IPL 2022: RCB ବିପକ୍ଷରେ ଅଧିନାୟକ ଭାବେ ପ୍ରଥମ ଟସ୍‌ ଜିତିଲେ ଅଗ୍ରୱାଲ - ରୟାଲ ଚ୍ୟାଲଞ୍ଜର୍ସ ବାଙ୍ଗାଲୋର ବନାମ ପଞ୍ଜାବ କିଙ୍ଗ୍ସ

ଟସ୍‌ ଜିତି ପଞ୍ଜାବ କ୍ୟାପଟେନ୍‌ ମୟଙ୍କ ଅଗ୍ରୱାଲ ପ୍ରଥମେ ବୋଲିଂ ନିଷ୍ପତି । ଫଳରେ ପ୍ରଥମେ ବ୍ୟାଟିଂ କରୁଛି RCB । ଅଧିକ ପଢନ୍ତୁ

IPL 2022 Punjab Kings opt to bowl against Royal Challengers Bangalore
IPL 2022: ଅଧିନାୟକ ଭାବେ ପ୍ରଥମ ଟସ୍‌ ଜିତିଲେ ଅଗ୍ରୱାଲ, ବାଙ୍ଗାଲୋରକୁ ବ୍ୟାଟିଂ ଆମନ୍ତ୍ରଣ
author img

By

Published : Mar 27, 2022, 7:45 PM IST

ମୁମ୍ବାଇ: ଆଇପିଏଲ ୨୦୨୨ ଟୁର୍ଣ୍ଣାମେଣ୍ଟରେ ରବିବାର ଦୁଇଟି ମ୍ୟାଚ୍‌ ରହିଛି । ପ୍ରଥମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ କୁ ଦିଲ୍ଲୀ କ୍ୟାପିଟାଲ୍ସ ହରାଇବା ପରେ ଦ୍ବିତୀୟ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ଓ ପଞ୍ଜାବ କିଙ୍ଗ୍ସ(PBKS) ମଧ୍ୟରେ ଆରମ୍ଭ ହୋଇଛି । ଟସ୍‌ ଜିତି ପଞ୍ଜାବ କ୍ୟାପଟେନ୍‌ ମୟଙ୍କ ଅଗ୍ରୱାଲ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ ପ୍ରଥମେ ବ୍ୟାଟିଂ କରିବ ବାଙ୍ଗାଲୋର । ଆଇପିଏଲର ଚଳିତ ସଂସ୍କରଣରେ ଉଭୟ ପଞ୍ଜାବ ଓ ବାଙ୍ଗାଲୋର ନୂଆ ଅଧିନାୟକ ସହ ଖେଳୁଛନ୍ତି । ଫଳରେ ଏହି ମ୍ୟାଚ୍‌ ଉପରେ ସମସ୍ତଙ୍କ ନଜର ରହିଛି ।

ଚୂଡାନ୍ତ ଏକାଦଶ

ପଞ୍ଜାବ କିଙ୍ଗ୍ସ(PBKS): ମୟଙ୍କ ଅଗ୍ରୱାଲ, ଶିଖର ଧାୱନ, ଲିଆମ ଲିଭିଂଷ୍ଟୋନ, ଭାନୁକା ରାଜପାକ୍ସା(ୱିକେଟ କିପର), ଶାହାରୁଖ ଖାନ, ଓଡିନ ସ୍ମିଥ, ରାଜ ବୱା, ଅର୍ଶଦୀପ ସିଂ, ହରପ୍ରୀତ ବ୍ରାର, ସନ୍ଦୀପ ଶର୍ମା, ରାହୁଲ ଚହର ।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB): ଫାଫ ଡୁପ୍ଲେସିସ(କ୍ୟାପଟେନ୍‌), ବିରାଟ କୋହଲି, ଅନୁଜ ରାୱତ, ଦିନେଶ କାର୍ତ୍ତିକ(ୱିକେଟ କିପର), ଶେଫର୍ନ ରରଫୋର୍ଡ, ଶାହାବାଜ ଅହମ୍ମଦ, ୱାନିନ୍ଦୁ ହସରଙ୍ଗା, ଡେଭିଡ ୱିଲି, ହର୍ଷଲ ପଟେଲ, ଆକାଶ ଦୀପ, ମହମ୍ମଦ ସିରାଜ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.