ETV Bharat / sports

IPL 2022: RCB ବିପକ୍ଷରେ ଟସ୍ ଜିତିଲା CSK, ପ୍ରଥମେ ବୋଲିଂ ନିଷ୍ପତ୍ତି

ଚଳିତ IPL ୨୦୨୨ ର 49ତମ ଲିଗ ମ୍ୟାଚ ଆରମ୍ଭ । ଟସ୍ ଜିତି ଚେନ୍ନାଇର ଫଲ୍ଡିଂ ନିଷ୍ପତ୍ତି । ଅଧିକ ପଢନ୍ତୁ

author img

By

Published : May 4, 2022, 7:09 PM IST

Updated : May 4, 2022, 9:17 PM IST

IPL ୨୦୨୨: RCB ବିପକ୍ଷରେ ଟସ୍ ଜିତିଲା CSK
IPL ୨୦୨୨: RCB ବିପକ୍ଷରେ ଟସ୍ ଜିତିଲା CSK

ମୁମ୍ବାଇ: ଚଳିତ IPL ୨୦୨୨ ର 49ତମ ଲିଗ ମ୍ୟାଚ ଆରମ୍ଭ । ଆଜି (ବୁଧବାର) ଚେନ୍ନାଇ ସୁପର କିଙ୍ଗସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ମୁକାବିଲା । ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ଚେନ୍ନାଇ ସୁପର କିଙ୍ଗସ । ଉଭୟ ଦଳ ପାଇଁ ପ୍ଲେ ଅଫ ସୁଯୋଗ ରହିଥିବାରୁ ଆଜିର ମ୍ୟାଚ ଜିତିବା ଲକ୍ଷ୍ୟରେ ରହିବେ ଦୁଇ ଟିମ୍ ।

ଚୂଡାନ୍ତ ଏକାଦଶ:-

CSK: ଋତୁରାଜ ଗାଏକ୍ବାଡ, ଡେଭନ କନୱେ, ରବିନ ଉଥପ୍ପା, ଅମ୍ବାତି ରାୟୁଡୁ, ମହେନ୍ଦ୍ର ସିଂ ଧୋନି(ଅଧିନାୟକ), ରବିନ୍ଦ୍ର ଜାଡେଜା, ମୋଇନ ଅଲି/ଡ୍ବେନ ବ୍ରାଭୋ, ଡ୍ବେନ ପ୍ରିଟୋରିୟସ, ମହେଶ ତେକସାନା, ସିମରଜୀତ ସିଂହ, ମୁକେଶ ଚୌଧୁରୀ ।

RCB: ଫାଫ ଡୁପ୍ଲେସି(ଅଧିନାୟକ), ବିରାଟ କୋହଲି, ରଜତ ପତିଦର, ଗ୍ଲେନ ମ୍ୟାକ୍ସୱେଲ, ସାହବାଜ ଅହମ୍ମଦ, ମହିପାଲ୍ ଲୋମରର, ଦିନେଶ କାର୍ତ୍ତିକ, ୱାନିଣ୍ଡୁ ହସରଙ୍ଗା, ହର୍ଷଲ ପଟେଲ, ମହମ୍ମଦ ସିରାଜ, ଜୋସ ହାଜେଲଉଡ ।

Last Updated : May 4, 2022, 9:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.