ETV Bharat / sports

ଆଇପିଏଲ ମହାସମର: ପଞ୍ଜାବ ବିପକ୍ଷରେ ବୋଲିଂ କରିବ ବାଙ୍ଗାଲୋର - PBKS VS RCB match updates

ଟସ୍‌ ଜିତି ଆରସିବି କ୍ୟାପଟେନ ବିରାଟ କୋହଲି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ ପ୍ରଥମେ ବ୍ୟାଟିଂ କରିବ କେଏଲ ରାହୁଲଙ୍କ ପଞ୍ଜାବ କିଙ୍ଗ୍ସ । ଅଧିକ ପଢନ୍ତୁ...

IPL 2021: Royal Challengers Bangalore opt to bowl Against punjab kings
ଆଇପିଏଲ ମହାସମର: ପଞ୍ଜାବ ବିପକ୍ଷରେ ବୋଲିଂ କରିବ ବାଙ୍ଗାଲୋର
author img

By

Published : Apr 30, 2021, 7:16 PM IST

Updated : Apr 30, 2021, 7:25 PM IST

ଅହମ୍ମଦାବାଦ: ଆଇପିଏଲର 26ତମ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଉଛି । ଟସ୍‌ ଜିତି ଆରସିବି କ୍ୟାପଟେନ ବିରାଟ କୋହଲି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ ପ୍ରଥମେ ବ୍ୟାଟିଂ କରିବ କେଏଲ ରାହୁଲଙ୍କ ପଞ୍ଜାବ କିଙ୍ଗ୍ସ ।

ହେନେରିକ୍ସ, ଅର୍ଶଦୀପ ଓ ମୟଙ୍କ ଅଗ୍ରୱାଲଙ୍କ ସ୍ଥାନରେ ମେରେଡିଥ, ପ୍ରଭସିମ୍ରନ ଓ ହରପ୍ରୀତଙ୍କୁ ଚୁଡାନ୍ତ ଏକାଦଶରେ ସାମିଲ କରିଛି ।

ଚୁଡାନ୍ତ ଏକାଦଶ:

ପଞ୍ଜାବ କିଙ୍ଗ୍ସ: କେଏଲ ରାହୁଲ(କ୍ୟାପଟେନ/ ୱିକେଟ କିପର), ପ୍ରଭସିମ୍ରନ ସିଂହ, କ୍ରିସ ଗେଲ୍‌, ଦୀପକ ହୁଡ୍ଡା, ନିକୋଲାସ ପୁରୋନ, ଶହାରୁଖ ଖାନ, କ୍ରିସ ଜୋର୍ଡାନ, ରିଲେ ମେରେଡିଥ, ରବି ବିଷ୍ଣୋଇ, ମହମ୍ମଦ ସାମି, ହରପ୍ରୀତ ବ୍ରାର ।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ବିରାଟ କୋହଲି(କ୍ୟାପଟେନ), ଦେବଦତ୍ତ ପାଦିକ୍କଲ, ରଜତ ପଟିଦାର, ଗ୍ଳେନ ମାକ୍ସୱେଲ, ଏବି ଡି ଭିଲିୟର୍ସ(ୱିକେଟ କିପର), ଶାହାବାଜ ଅହମ୍ମଦ, ଡାନିଏଲ ସାମସ, କେଏଲ ଜେମିଏସନ, ହର୍ଷଲ ପଟେଲ, ମହମ୍ମଦ ସିରାଜ, ୟୁଜଭେନ୍ଦ୍ର ଚହଲ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 30, 2021, 7:25 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.