ETV Bharat / sports

ସର୍ବାଧିକ ଆଇପିଏଲ ଛକା ଲଗାଇବାରେ ଧୋନିଙ୍କୁ ଟପିଲେ ରୋହିତ

ଚେନ୍ନାଇ ସୁପର କିଙ୍ଗ୍ସ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନିଙ୍କୁ ପଛରେ ପକାଇ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ସର୍ବାଧିକ ଛକା ଲଗାଇବାର ରେକର୍ଡ କରିଛନ୍ତି ରୋହିତ ଶର୍ମା । ଅଧିକ ପଢନ୍ତୁ...

IPL 2021: Rohit Sharma leapfrogs MS Dhoni to record most sixes by Indian
ସର୍ବାଧିକ ଆଇପିଏଲ ଛକା ଲଗାଇବାରେ ଧୋନିଙ୍କୁ ଟପିଲେ ରୋହିତ
author img

By

Published : Apr 17, 2021, 10:27 PM IST

ଚେନ୍ନାଇ: ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପଟେନ ରୋହିତ ଶର୍ମା ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି । ଚେନ୍ନାଇ ସୁପର କିଙ୍ଗ୍ସ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନିଙ୍କୁ ପଛରେ ପକାଇ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ସର୍ବାଧିକ ଛକା ଲଗାଇବାର ରେକର୍ଡ କରିଛନ୍ତି ରୋହିତ ।

IPL 2021: Rohit Sharma leapfrogs MS Dhoni to record most sixes by Indian
ରୋହିତ ଶର୍ମା

ଶନିବାର ଏମଏ ଚିଦାମ୍ବରମ ଷ୍ଟାଡିୟମ ଚେନ୍ନାଇରେ ଖେଳାଯାଉଥିବା ସନରାଇଜର୍ସ ଦ୍ରାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଏହି ବିରଳ ଉପଲବ୍ଧିର ଅଧିକାରୀ ହୋଇଛନ୍ତି ହିଟ୍‌ମ୍ୟାଚ ରୋହିତ । ଭୁବନେଶ୍ବର କୁମାରଙ୍କୁ ଡିପ୍‌ ମିଡ ୱିକେଟରେ ବିଶାଳ ଛକା ଲଗାଇବା ପରେ ଧୋନିଙ୍କୁ ଟପିଯାଇଛନ୍ତି ।

ରୋହିତ ନାମରେ 217ଟି ଆଇପିଏଲ ଛକା ଥିବାବେଳେ ଧୋନିଙ୍କ ନାମରେ 216ଟି ରହିଛି ।

ପୂର୍ବରୁ ୱେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ କ୍ରିସ ଗେଲ୍‌ ବିଶ୍ବର ବିତ୍ତଶାଳୀ ଲିଗ୍‌ରେ 350 ଛକା ଲଗାଇବାର ରେକର୍ଡ କରିଥିଲେ । ଆରସିବିର ଏବି ଡିଭିଲିୟର୍ସ 237 ଛକା ସହ ଏହା ତାଲିକାରେ ଦ୍ବିତୀୟରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.