ETV Bharat / sports

ଆଇପିଏଲ ମହାସମର: କୋଲକାତା ବିପକ୍ଷରେ ପ୍ରଥମେ ବ୍ୟାଟିଂ କରିବ ଆରସିବି

ଟସ୍‌ ଜିତି ଆରସିବି କ୍ୟାପ`ଟେନ ବିରାଟ କୋହଲି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ...

author img

By

Published : Apr 18, 2021, 3:25 PM IST

IPL 2021: RCB win toss, elect to bat against KKR
ଆଇପିଏଲ ମହାସମର: କୋଲକାତା ବିପକ୍ଷରେ ପ୍ରଥମେ ବ୍ୟାଟିଂ କରିବ ଆରସିବି

ଚେନ୍ନାଇ: ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟରେ ରବିବାର ରହିଛି ଡବଲ ହେଡର ମ୍ୟାଚ । ପ୍ରଥମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ରହିଛି । ଟସ୍‌ ଜିତି ଆରସିବି କ୍ୟାପଟେନ ବିରାଟ କୋହଲି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ଆରସିବି କ୍ରମାଗତ ଦୁଇଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ କୋଲକାତା ବିଜୟ ଟ୍ରାକକୁ ଫେରିବାକୁ ଲକ୍ଷ୍ୟ ରଖିଛି ।

ଚୁଡାନ୍ତ ଏକାଦଶ:

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ବିରାଟ କୋହଲି(କ୍ୟାପଟେନ), ଏବି ଡି ଭିଲିୟର୍ସ(ୱିକେଟ କିପର), ଦେବଦତ୍ତ ପାଦିକ୍କଲ, ରଜତ ପଟିଦାର, ଗ୍ଳେନ ମାକ୍ସୱେଲ, ୱାସିଂଟନ ସୁନ୍ଦର, ଶାହବାଦ ଅହମ୍ମଦ, କେଲ ଜେମିଏସନ, ହର୍ଷଲ ପଟେଲ, ମହମ୍ମଦ ସିରାଜ, ୟୁଜଭେନ୍ଦ୍ର ଚହଲ ।

କୋଲକାତା ନାଇଟ ରାଇଡର୍ସ: ନୀତିଶ ରାଣା, ଶୁଭମନ ଗିଲ, ରାହୁଲ ତ୍ରିପାଠୀ, ଇଆନ ମୋର୍ଗାନ(କ୍ୟାପଟେନ), ସାକିବ ଅଲ ହାସନ, ଦିନେଶ କାର୍ତ୍ତିକ(ୱିକେଟ କିପର), ଆଣ୍ଡ୍ରେ ରସେଲ, ପାଟ କମିନ୍ସ, ହରଭଜନ ସିଂହ, ପ୍ରସିଦ୍ଧ କ୍ରୀଷ୍ଣା, ବରୁଣ ଚକ୍ରବର୍ତ୍ତୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.