ETV Bharat / sports

ଟି-20ରେ ବିରାଟ କୋହଲିଙ୍କ 9ହଜାର ରନ ପୂରଣ - ଆଇପିଏଲ 2020

ପ୍ରଥମ ଭାରତୀୟ କ୍ରିକେଟର ଭାବେ ଟି-20 କ୍ରିକେଟରେ 9000 ରନ ପୂରଣ କରିଛନ୍ତି କୋହଲି ।

Virat Kohli becomes first Indian to score 9000 runs in T20 cricket
ଟି-20ରେ ବିରାଟ କୋହଲିଙ୍କ 9ହଜାର ରନ ପୂରଣ
author img

By

Published : Oct 5, 2020, 11:01 PM IST

ଦୁବାଇ: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ଆରସିବି କ୍ୟାପଟେନ ବିରାଟ କୋହଲି ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି । ପ୍ରଥମ ଭାରତୀୟ କ୍ରିକେଟର ଭାବେ ଟି-20 କ୍ରିକେଟରେ 9000 ରନ ପୂରଣ କରିଛନ୍ତି କୋହଲି । 286ତମ ମ୍ୟାଚରୁ 31 ବର୍ଷୀୟ ବିରାଟ ଏହି ସଫଳତାର ଅଧିକାରୀ ହୋଇଛନ୍ତି ।

କୋହଲିଙ୍କ ଆରସିବି ସାମ୍ନାରେ ଦିଲ୍ଲୀ କ୍ୟାପିଟାଲ୍ସ 197 ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଛି । ଦିଲ୍ଲୀ ପକ୍ଷରୁ ମାର୍କସ ଷ୍ଟୋଇନିସ 26 ବଲରୁ ଅପରାଜିତ 53 ରନର ଇଂନିସ ଖେଳିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.