ଆବୁଧାବି: ଚଳିତ ଆଇପିଏଲ ସଂସ୍କରଣର ପ୍ରଥମ ଦଳ ଭାବେ ହାଇଦ୍ରାବାଦ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି । ପୂର୍ବରୁ ପ୍ରଥମ ମ୍ୟାଚରେ ଆରସିବିଠାରୁ ପରାସ୍ତ ହୋଇଥିବା ୱାର୍ଣ୍ଣରଙ୍କ ହାଇଦ୍ରାବାଦ ଦଳ ଆଜି ମ୍ୟାଚରେ କୋଲକାତା ନାଇଟ ରାଇଡର୍ସକୁ ଭେଟୁଛି ।
-
The @SunRisers have won the toss and they will bat first in Match 8 of #Dream11IPL.https://t.co/qt3p7Ucx5T #KKRvSRH pic.twitter.com/prqWo8lPuo
— IndianPremierLeague (@IPL) September 26, 2020 " class="align-text-top noRightClick twitterSection" data="
">The @SunRisers have won the toss and they will bat first in Match 8 of #Dream11IPL.https://t.co/qt3p7Ucx5T #KKRvSRH pic.twitter.com/prqWo8lPuo
— IndianPremierLeague (@IPL) September 26, 2020The @SunRisers have won the toss and they will bat first in Match 8 of #Dream11IPL.https://t.co/qt3p7Ucx5T #KKRvSRH pic.twitter.com/prqWo8lPuo
— IndianPremierLeague (@IPL) September 26, 2020
ତେବେ ଆଜି ମ୍ୟାଚ ପାଇଁ ହାଇଦ୍ରାବାଦ ଦଳରେ 3ଟି ପରିବର୍ତ୍ତନ ହୋଇଥିବା କହିଛନ୍ତି ଅଧିନାୟକ ୱାର୍ଣ୍ଣର । ଆହତ ମିଚେଲ ମାର୍ଶଙ୍କ ସ୍ଥାନରେ ଅଲରାଉଣ୍ଡର ମହମ୍ମଦ ନବି ଖେଳିବେ । ସେହିପରି ବିଜୟ ଶଙ୍କରଙ୍କ ସ୍ଥାନରେ ରିଦ୍ଧିମାନ ଶାହା ଓ ସନ୍ଦୀପ ଶର୍ମାଙ୍କ ସ୍ଥାନରେ ଏକାଦଶରେ ସ୍ଥାନ ପାଇଛନ୍ତି ଖଲିଲ ଅହମ୍ମଦ । ସେହିପରି କୋଲକାତା ଦଳରେ ମଧ୍ୟ ଦୁଇଟି ବଦଳି ହୋଇଛି ।
- କୋଲକାତା ନାଇଟ୍ ରାଇଡର୍ସ ଏକାଦଶ: ସୁନୀଲ ନାରିନ, ଶୁଭମନ ଗିଲ, ଦିନେଶ କାର୍ତ୍ତିକ, ନୀତିଶ ରାଣା, ଇୟନ ମୋର୍ଗାନ, ଆନ୍ଦ୍ରେ ରସେଲ, ପ୍ୟାଟ କୁମିନ୍ସ, କମଲେଶ ନାଗାର୍କୋଟି, ବରୁଣ ଚକ୍ରବର୍ତ୍ତୀ, କୁଲଦୀପ ଯାଦବ, ଶିବମ ମାଭି ।
- ସନରାଇଜର୍ସ ହାଇଦ୍ରାବାଦ ଏକାଦଶ: ଡେଭିଡ ୱାର୍ଣ୍ଣର, ଜନି ବେୟାରଷ୍ଟୋ, ମନୀଷ ପାଣ୍ଡେ, ପ୍ରିୟମ୍ ଗର୍ଗ, ମହମ୍ମଦ ନବୀ, ରିଦ୍ଧିମାନ ଶାହା, ଅଭିଷେକ ଶର୍ମା, ରସିଦ ଖାନ, ଭୁବନେଶ୍ୱର କୁମାର, ଖଲିଲ ଅହମ୍ମଦ, ଟି ନଟରାଜନ ।