ETV Bharat / sports

ଆଇପିଏଲ 2020: ପ୍ଲେ-ଅଫକୁ ଆଉ ଦୁଇ ସପ୍ତାହ, ବଦଳୁ ନାହିଁ ଅରେଞ୍ଜ-ପର୍ପଲ କ୍ୟାପ ତାଲିକା

author img

By

Published : Oct 29, 2020, 7:44 PM IST

ବ୍ୟାଟ୍ସମ୍ୟାନ୍ ତାଲିକାରେ ରାହୁଲ 12ଟି ମ୍ୟାଚରେ 595 ରନ୍ କରି ପ୍ରଥମ ସ୍ଥାନରେ ରହିଛନ୍ତି । ସେହିପରି ସର୍ବାଧିକ ୱିକେଟ୍ ନେଇଥିବା ବୋଲର ତାଲିକାରେ କାଗିସୋ ରାବାଡା ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।

ଆଇପିଏଲ 2020
ଆଇପିଏଲ 2020

ଦୁବାଇ: ଆଇପିଏଲ୍ 2020ରେ ସର୍ବାଧିକ ୱିକେଟ୍ ନେଇଥିବା ବୋଲର ତାଲିକାରେ କାଗିସୋ ରାବାଡା ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଫଳରେ ରାବାଡାଙ୍କ ପାଖରେ ରହିଛି ପର୍ପଲ କ୍ୟାପ । ରାବାଡା ଏପର୍ଯ୍ୟନ୍ତ 12 ଟି ମ୍ୟାଚରେ 23 ୱିକେଟ୍ ନେଇଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସର ଜସପ୍ରୀତ ବୁମରା 12ଟି ମ୍ୟାଚରେ 20ଟି ୱିକେଟ୍ ନେଇ ଦ୍ୱିତୀୟ ସ୍ଥାନରେ ଥିବାବେଳେ କିଙ୍ଗସ ଏକାଦଶ ପଞ୍ଜାବର ଦ୍ରୁତ ବୋଲର ମହମ୍ମଦ ଶାମି 12ଟି ମ୍ୟାଚରେ 20 ୱିକେଟ୍ ନେଇ ତୃତୀୟ ସ୍ଥାନରେ ଅଛନ୍ତି ।

ବ୍ୟାଟ୍ସମ୍ୟାନ୍ ତାଲିକାରେ ରାହୁଲ 12ଟି ମ୍ୟାଚରେ 595 ରନ୍ କରି ପ୍ରଥମ ସ୍ଥାନରେ ରହିଛନ୍ତି । ଦ୍ବିତୀୟ ସ୍ଥାନରେ ରହିଛନ୍ତି 12ଟି ମ୍ୟାଚରୁ 471 ରନ୍ ସହ ଦିଲ୍ଲୀ ରାଜଧାନୀର ଶିଖର ଧାୱନ । ହାଇଦ୍ରାବାଦ ଅଧିନାୟକ ଡେଭିଡ ୱାର୍ନର 12 ଟି ମ୍ୟାଚରେ 436 ୱିକେଟ୍ ନେଇ ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି ।

ଏହି ସମୟରେ ମୁମ୍ବାଇ ଇଣ୍ଡିଆନ୍ସ ଦଳ 16 ପଏଣ୍ଟ ସହ ଟେବୁଲର ପ୍ରଥମ ସ୍ଥାନରେ ପହଞ୍ଚିଛି । ତାଙ୍କ ହାତରେ ଦୁଇଟି ମ୍ୟାଚ୍ ଅଛି ଏବଂ ପ୍ଲେ ଅଫ୍ ରେ ପହଁଚିବାକୁ ବହୁତ ନିକଟତର । ଆରସିବିରେ 14 ପଏଣ୍ଟ ଥିବାବେଳେ ଦିଲ୍ଲୀରେ ମଧ୍ୟ 14 ପଏଣ୍ଟ ରହିଛି । ରନରେଟ ଆଧାରରେ ଆରସିବି କିନ୍ତୁ ତୃତୀୟ ସ୍ଥାନରେ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.