ETV Bharat / sports

ରିୟାନ ଆଇପିଏଲର ସର୍ବକନିଷ୍ଠ ଅର୍ଦ୍ଧଶତକ ହାସଲକାରୀ

ସବୁଠୁ କମ ବୟସରେ ଆଇପିଏଲ ଇତିହାସରେ ଅର୍ଦ୍ଧଶତକ ହାସଲ କରିଛନ୍ତି ରିୟାନ ପରାଗ ।

author img

By

Published : May 5, 2019, 12:13 AM IST

ଫଟୋ ସୌଜନ୍ୟ-ସୋସିଆଲ ମିଡିଆ

ନୂଆଦିଲ୍ଲୀ: ସବୁଠୁ କମ ବୟସରେ ଆଇପିଏଲ ଇତିହାସରେ ଅର୍ଦ୍ଧଶତକ ହାସଲ କରିଛନ୍ତି ରିୟାନ ପରାଗ । ରାଜସ୍ଥାନ ଅଲରାଉଣ୍ଡର ରିୟାନ ପରାଗଙ୍କ ନାଁ ରେ ଏହି ନିଆରା ରେକର୍ଡ ଯୋଡି ହୋଇଛି । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ, ରାଜସ୍ଥାନ ରୟାଲ୍ସ ର ଚଳିତ ଆଇପିଏଲର ସିଜିନର ଶେଷ ମ୍ୟାଚ ଥିଲା । ରାଜସ୍ଥାନ ଏହି ମ୍ୟାଚରେ ପରାଜିତ ହୋଇଛି । ରାଜସ୍ଥାନର ସମସ୍ତ ବ୍ୟାଟ୍ସମ୍ୟାନ ଶିଘ୍ର ଆଉଟ ହୋଇଯାଇଥିଲେ । କିନ୍ତୁ ରିୟାନ ଏକାକୀ ସଂଘର୍ଷ କରି ଦଳର ସ୍କୋରକୁ 115ରେ ପହଞ୍ଚାଇଥିଲେ ।

ତେବେ ଏହି ମ୍ୟାଚରେ ସମସ୍ତଙ୍କ ହୃଦୟ ଜିତିଥିଲେ ଆସାମର ଯୁବ ବ୍ୟାଟ୍ସମ୍ୟାନ ରିୟାନ । ଏହା ପୂର୍ବରୁ ସଞ୍ଜୁ ସାମସନ 18 ବର୍ଷରେ ଥିବା ବେଳେ ଏହି ସଫଳତା ପାଇଥିଲେ । ରିୟାନ ଚଳିତ ଆଇପିଏଲରେ 7ଟି ମ୍ୟାଚରୁ 32 ଆଭେରେଜରେ 160 ରନ କରଛନ୍ତି ।

ରିୟାନ ଭାରତୀୟ ଅଣ୍ଡର ନାଇନଟିନ( u-19) ଦଳର ସଦସ୍ୟ ଅଛନ୍ତି ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.