ETV Bharat / sports

ଜିତିଲେ ପ୍ଲେ-ଅଫ, ହାରିଲେ ବିଦାୟ

author img

By

Published : May 5, 2019, 10:27 PM IST

କୋଲକାତା ନାଇଟ ରାଇଡର୍ସ ଜିତିଲେ ଚତୁର୍ଥ ଦଳ ଭାବେ ପ୍ଲେ-ଅଫ ଖେଳିବ । ହାରିଲେ ଆଇପିଏଲରୁ ବିଦାୟ ନେବ ।

ଫଟୋ ସୌଜନ୍ୟ-ସୋସିଆଲ ମିଡିଆ

ମୁମ୍ବାଇ: କୋଲକାତା ନାଇଟ ରାଇଡର୍ସ ପାଇଁ ଆଜିର ଶେଷ ଲିଗ ନକଆଉଟ ମ୍ୟାଚ ହୋଇିଛି । ଜିତିଲେ ଚତୁର୍ଥ ଦଳ ଭାବେ ପ୍ଲେ-ଅଫ ଖେଳିବ । ହାରିଲେ ଆଇପିଏଲରୁ ବିଦାୟ ନେବ ।

କାରଣ ଏହି ମ୍ୟାଚ ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦ ଓ କୋଲକାତା ନାଇଟ ରାଇଡର୍ସର ପଏଣ୍ଟ ସମାନ ରହିଛି । କିନ୍ତୁ ରନରେଟ ହାର ହାଇଦ୍ରାବାଦର ଅଧିକ ରହିଛି ।
ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ କୋଲକାତା ପାଇଁ କର ବା ମର ହୋଇଛି ।

ପ୍ରଥମେ ବ୍ୟାଟିଂ କରି କୋଲକାତା ନାଇଟ ରାଇଡର୍ସ 140 ରନ କରିଛି । ଦଳ ପକ୍ଷରୁ ଓପନର କ୍ରିସ ଲିନ 29 ବଲରୁ 41 ରନର ଇଂନିସ ଖେଳିଛନ୍ତି । ରବିନ ଉତ୍ଥାପା ଶେଷ ଯାଏଁ ଖେଳି 47 ବଲରୁ 40 ରନ କରିଛନ୍ତି । ବୁମ୍ରା, ମଲିଙ୍ଗାଙ୍କ ଘାତକ ବୋଲିଂ ସାମ୍ନାରେ ଅଧିକ ସମୟ ତିଷ୍ଠି ପାରିନଥିଲେ କୋଲକାତାର ବ୍ୟାଟ୍ସମ୍ୟାନ । 7ୱିକେଟ ହରାଇ ମାତ୍ର 133 ରେ ଅଟକିଥିଲା କୋଲକାତାର ସ୍କୋର ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.