ETV Bharat / sports

ଏବେବି ସମୟ ଅଛି ! - ସମୟ

ପନ୍ତଙ୍କ ବ୍ୟାଟିଂକୁ ଦେଖି ଇଂଲଣ୍ଡର ପୂର୍ବ କ୍ୟାପଟେନ ମାଇକେଲ ଭ୍ବୋନ ଆଶ୍ଚର୍ଯ୍ୟ ହୋଇଛନ୍ତି । ଋଷଭ ପନ୍ତଙ୍କୁ ଭାରତ କିପରି ବିଶ୍ବକପ ଟିମରେ ସାମିଲ କରିନାହିଁ ବୋଲି ଭ୍ବୋନ ପ୍ରଶ୍ନ କରିଛନ୍ତି ।

ଫଟୋ ସୌଜନ୍ୟ-ସୋସିଆଲ ମିଡିଆ
author img

By

Published : May 9, 2019, 10:30 AM IST

ହାଇଦ୍ରାବାଦ: ଋଷଭ ପନ୍ତ । ଟିମ ଇଣ୍ଡିଆର ଅନ୍ୟତମ କିପର ବ୍ୟାଟ୍ସମ୍ୟାନ । ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ । ପନ୍ତଙ୍କ ଦମଦାର ଫର୍ମ, ଦିଲ୍ଲୀ କ୍ୟାପିଟାଲ୍ସକୁ ଚଳିତ ଆଇପିଏଲର ଫାଇନାଲ ଆଡକୁ ନେଇଯାଇଛି ।

ପନ୍ତଙ୍କ ଏଭଳି ବ୍ୟାଟିଂକୁ ଦେଖି ଇଂଲଣ୍ଡର ପୂର୍ବ କ୍ୟାପଟେନ ମାଇକେଲ ଭ୍ବୋନ ଆଶ୍ଚର୍ଯ୍ୟ ହୋଇଛନ୍ତି । ଏଭଳି ଖେଳାଳିଙ୍କୁ ଭାରତ କିପରି ବିଶ୍ବକପ ଟିମରେ ସାମିଲ କରିନାହିଁ ବୋଲି ଭ୍ବୋନ ପ୍ରଶ୍ନ କରିଛନ୍ତି । ଏହାସହ ଏବେବି ସମୟ ଅଛି ଭାରତ ବିଶ୍ବକପ ଟିମରେ ପରିବର୍ତ୍ତନ କରିପାରିବ । ଏମିତି ଟ୍ବିଟ କରିଛନ୍ତି ଇଂଲଣ୍ଡ କ୍ରିକେଟ ଦଳର ଏହି କିମ୍ବଦନ୍ତୀ ଖେଳାଳି ।

ସନରାଇଜର୍ସ ବିପକ୍ଷ ଏଲିମିନେଟର ମ୍ୟାଚରେ ପନ୍ତ ଅବିଶ୍ବସନୀୟ ଇନିଂସ ଖେଳିଛନ୍ତି । 21 ବଲରୁ 5ଛକା ଓ 2 ଚୌକା ସହାୟତାରେ 49 ରନ କରିଛନ୍ତି । ତାଙ୍କର ଏହି ଦମଦାର ପାଳି ଯୋଗୁଁ ଦିଲ୍ଲୀ ହାଇଦ୍ରାବାଦକୁ ମାତ ଦେଇପାରିଛି । କ୍ବାଲିଫାୟର-2 ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ପୂର୍ବଥରର ଚମ୍ପିୟାନ ଚେନ୍ନାଇ ସୁପରକିଙ୍ଗସକୁ ଭେଟିବ ।

Intro:Body:

ddh

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.