ETV Bharat / sports

ଆଇପିଏଲ ମହାସମର: ହାଇଦ୍ରାବାଦ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରିବ ମୁମ୍ବାଇ

author img

By

Published : Apr 17, 2021, 7:12 PM IST

Updated : Apr 17, 2021, 7:42 PM IST

ଆଇପିଏଲ ମହାସମରରେ ବଡା ପାଓ ବନାମ ବିରିୟାନୀ ଲଢେଇ । ଅଧିକ ପଢନ୍ତୁ...

IPL 14: MI won the toss elect to bat vs SRH
ଆଇପିଏଲ ମହାସମର: ହାଇଦ୍ରାବାଦ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରିବ ମୁମ୍ବାଇ

ଚେନ୍ନାଇ: ଆଇପିଏଲ ମହାସମରରେ ବଡା ପାଓ ବନାମ ବିରିୟାନୀ ଲଢେଇ । ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ରହିଛି । ଟସ୍‌ ଜିତି ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପଟେନ ରୋହିତ ଶର୍ମା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ।

ମୁମ୍ବାଇ ଖେଳିଥିବା ଗତ ମ୍ୟାଚରେ ଏକ ନିଶ୍ଚିନ୍ତ ପରାଜୟକୁ ଏଡାଇବା ସହ କୋଲକାତା ନାଇଟ ରାଇଡର୍ସ ହାତରୁ ମ୍ୟାଚ ଛଡାଇନେଇ ବିଜୟୀ ହୋଇଥିଲା । ଅନ୍ୟପଟେ ହାଇଦ୍ରାବାଦ ଏକି ନିଶ୍ଚିନ୍ତ ବିଜୟକୁ ହାତଛଡା କରିବା ସହ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଦେଇ ପଏଣ୍ଟ ଉପହାର ଦେଇଆସିଛି ।

ଚୂଡାନ୍ତ ଏକାଦଶ:

ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା(କ୍ୟାପଟେନ), କ୍ବିଣ୍ଟନ ଡିକକ୍‌(ୱିକେଟ କିପର), ସୂର୍ଯ୍ୟକୁମାର ଯାଦବ, ଇଶାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟା, କିରଣ ପୋଲାର୍ଡ, କ୍ରୁଣାଳ ପାଣ୍ଡ୍ୟା, ରାହୁଲ ଚହର, ଆଡାମ ମିଲନେ, ଜଶପ୍ରୀତ ବୁମରା, ଟ୍ରେଣ୍ଟ ବୋଲ୍ଟ ।

ସନରାଇଜର୍ସ ହାଇଦ୍ରାବାଦ: ଡେଭିଡ ୱାର୍ଣ୍ଣର(କ୍ୟାପଟେନ), ଜନ୍ନି ବେୟାରଷ୍ଟୋ(ୱିକେଟ କିପର), ମନୀଷ ପାଣ୍ଡେ, ବିରାଟ ସିଂହ, ବିଜୟ ଶଙ୍କର, ଅଭିଶେକ ଶର୍ମା, ଅବଦୁଲ ସମାଦ, ରସିଦ ଖାନ, ଭୁବନେଶ୍ବର କୁମାର, ମୁଜୀବ ଅର ରେହମାନ, ଖଲିଲ ଅହମ୍ମଦ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 17, 2021, 7:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.