ETV Bharat / sports

WTC ପୂର୍ବରୁ ଆଇସୋଲେସନରେ ରହିବ ଟିମ ଇଣ୍ଡିଆ: ICC

author img

By

Published : May 29, 2021, 10:46 PM IST

ନ୍ୟୁଜିଲାଣ୍ଡ ବିପକ୍ଷରେ WTC ଫାଇନାଲ ମ୍ୟାଚ ଖେଳିବା ପୂର୍ବରୁ ଟିମ ଇଣ୍ଡିଆ ଆଇସୋଲେସନରେ ରହିବ । ଅଧିକ ପଢନ୍ତୁ...

Indian team to stay in managed isolation before WTC: ICC
WTC ପୂର୍ବରୁ ଆଇସୋଲେସନରେ ରହିବ ଟିମ ଇଣ୍ଡିଆ: ICC

ଦୁବାଇ: ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ନେଇ ଆଇସିସିର ବଡ ଘୋଷଣା । ନ୍ୟୁଜିଲାଣ୍ଡ ବିପକ୍ଷରେ WTC ଫାଇନାଲ ମ୍ୟାଚ ଖେଳିବା ପୂର୍ବରୁ ଟିମ ଇଣ୍ଡିଆ ଆଇସୋଲେସନରେ ରହିବ । ଶନିବାର ଏନେଇ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଘୋଷଣା କରିଛି । ତେବେ ୟୁକେରେ ନିର୍ଦ୍ଦିଷ୍ଟ କଠୋର କ୍ବାରେଣ୍ଟିନ ସମୟ ଅବଧି ସ୍ପଷ୍ଟ କରିନାହିଁ ।

ବିଶ୍ବର ଦୁଇ ଶ୍ରେଷ୍ଠ ଟେଷ୍ଟ ଟିମ ହାମ୍ପସାୟର ବାଓଲ ସାଉଥାମ୍ପଟନରେ ଜୁନ 18-22 ଲଢେଇ ହେବ ।

ନ୍ୟୁଜିଲାଣ୍ଡ ଟିମ ଇଂଲଣ୍ଡରେ ପହଞ୍ଚିସାରିଛି ଓ ଘରୋଇ ଇଂଲଣ୍ଡ ସହ ଦ୍ବିପାକ୍ଷିକ ସିରିଜ ଖେଳିବ । ବିରାଟ କୋହଲିଙ୍କ ନେତୃତ୍ବରେ ଭାରତୀୟ ଟିମ ଭାରତରେ 14ଦିନ କ୍ବାରେଣ୍ଟିନ ସମୟ ଶେଷ କରିବା ପରେ ୟୁକେରେ ଜୁନ 3ରେ ପହଞ୍ଚିବ । ମୁମ୍ବାଇରେ ଆରଟିପିସିଆର ନେଗେଟିଭ ଟେଷ୍ଟ ପରେ ଜୈବ ସୁରକ୍ଷା ବଳୟରେ ପ୍ରବେଶ କରିବେ ଖେଳାଳି । ରବିଚନ୍ଦ୍ରନ ଅଶ୍ବିନ, ମୟଙ୍କ ଅଗ୍ରୱାଲ ଓ ୱାସିଂଟନ ସୁନ୍ଦରଙ୍କୁ ହୋଟେଲ ଜିମ ମେ 25 ପର୍ଯ୍ୟନ୍ତ ବ୍ୟବହାର କରିବାକୁ ବାରଣ କରାଯାଇଛି ।

ନ୍ୟୁଜିଲାଣ୍ଡ ଟିମ ଜୁନ 15ରେ ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ପାଇଁ ଇସିବି ପକ୍ଷରୁ ପ୍ରସ୍ତୁତ ଜୈବ ସୁରକ୍ଷା ବଳୟରେ ପ୍ରବେଶ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.