ETV Bharat / sports

IND vs ZIM 2st ODI, ଟସ୍‌ ଜିତି ଭାରତର ଫିଲ୍ଡିଂ ନିଷ୍ପତ୍ତି

author img

By

Published : Aug 20, 2022, 1:00 PM IST

ଭାରତ ଓ ଜିମ୍ବାୱେ ମଧ୍ୟରେ ଆଜି ଖେଳାଯାଉଛି ଦ୍ବିତୀୟ ଦିନିକିଆ ମ୍ୟାଚ୍‌ । ଟସ୍‌ ଜିତି ଭାରତର ଫିଲ୍ଡିଂ ନିଷ୍ପତ୍ତି । ଅଧିକ ପଢନ୍ତୁ

IND vs ZIM 2st ODI, ଟସ୍‌ ଜିତି ଭାରତର ଫିଲ୍ଡିଂ ନିଷ୍ପତ୍ତି
IND vs ZIM 2st ODI, ଟସ୍‌ ଜିତି ଭାରତର ଫିଲ୍ଡିଂ ନିଷ୍ପତ୍ତି

ହ୍ରାଇଦ୍ରବାଦ: ଭାରତ ଓ ଜିମ୍ବାୱେ ମଧ୍ୟରେ ଆଜି ଖେଳାଯାଉଛି ୩ ଟିକିଆ ଦିନିକିଆ ସିରିଜର ଦ୍ବିତୀୟ ମ୍ୟାଚ୍‌ । ମ୍ୟାଚ୍‌ରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ଟିମ ଇଣ୍ଡିଆ କ୍ୟାପଟେନ୍‌ ଲୋକେଶ ରାହୁଲ । ରାହୁଲଙ୍କ ନେତୃତ୍ବରେ ଯୁବ ଭାରତୀୟ ଦଳ ଆଜି ସିରିଜ ହାତେଇବା ଲକ୍ଷ୍ୟରେ ରହିଛି । ପ୍ରଥମ ମ୍ୟାଚରେ ବିଜୟୀ ହୋଇ ଭାରତ ୧-୦ରେ ଆଗୁଆ ରହିଛି ।

ଚୂଡାନ୍ତ ଏକାଦଶ

ଭାରତ: ଲୋକେଶ ରାହୁଲ (ଅଧିନାୟକ), ଶିଖର ଧାୱନ, ଶୁଭମନ ଗିଲ, ଇଶାନ କିଶନ, ସଞ୍ଜୁ ସାମସନ (ୱିକେଟ କିପର), ଦୀପକ ହୁଡ୍ଡା, ଅକ୍ଷର ପଟେଲ, ଶାରଦୁଲ ଠାକୁର, କୁଲଦୀପ ଯାଦବ, ପ୍ରସିଦ୍ଧ କ୍ରିଷ୍ଣା, ମହମ୍ମଦ ସିରାଜ ।

ଜିମ୍ବାୱେ: ଟି କାଇଟାନୋ, ଆଇ କାଇଆ, ଏସ ୱିଲିମସ, ଡବ୍ଲୁ ମାଧେବୀର, ଏସ ରାଜା, ଆର ଚକାବା (ଅଧିନାୟକ), ଆର ବୁର୍ଲ, ଏଲ ଜଙ୍ଗୱେ,ବି ଇଭାନସ, ଭି ନୟ୍ୟୁଚି, ଟି ଚିଭାଙ୍ଗା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.