ETV Bharat / sports

IND VS WI: ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି - ଭାରତ ୱେଷ୍ଟଇଣ୍ଡିଜ ଟି୨୦

ଭାରତ ଓ ୱେଷ୍ଟଇଣ୍ଡିଜ ଟି-୨୦ ସିରିଜର ଆଜି ପଞ୍ଚମ ତଥା ଶେଷ ମ୍ୟାଚ୍‌ । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ଭାରତୀୟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ଅଧିକ ପଢ଼ନ୍ତୁ

India vs West indies T-20: ଟସ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

author img

By

Published : Aug 7, 2022, 8:09 PM IST

ଫ୍ଲୋରିଡ଼ା: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା 5 ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ପଞ୍ଚମ ମ୍ୟାଚ୍‌ ଆଜି ଖେଳାଯାଉଛି । ଟସ ଜିତି ଭାରତୀୟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ପୂର୍ବ ମ୍ୟାଚ ଜିତି ଶୃଙ୍ଖଳା ହାତେଇ ସାରିଛି ଭାରତ । ତେବେ ଆମେରିକାର ଫ୍ଲୋରିଡାରେ ଖେଳାଯାଉଥିବା ଏହି ଶେଷ ମ୍ୟାଚ ଜିତି ଶୃଙ୍ଖଳା ଶେଷ କରିବା ଲକ୍ଷରେ ରହିଛି ନିକୋଲସ ପୁରନଙ୍କ ୱେଷ୍ଟଇଣ୍ଡିଜ ଦଳ । ଏହି ମ୍ୟାଚ୍‌ରେ ନିୟମିତ କ୍ୟାପଟେନ ରୋହିତ ଶର୍ମାଙ୍କ ବଦଳରେ ହାର୍ଦ୍ଦିକଙ୍କୁ ନେତୃତ୍ବ ଭାର ମିଳିଛି । ସେହିପରି ଋଷଭ ପନ୍ତଙ୍କ ସ୍ଥାନରେ ଇଶାନ କିଶନ ମଧ୍ୟ ଚୁଡାନ୍ତ ଏକାଦଶକୁ ଫେରିଛନ୍ତି ।

ଭାରତୀୟ ଦଳ (ଚୂଡ଼ାନ୍ତ ଏକାଦଶ): ଇଶାନ କିଶନ, ଶ୍ରେୟସ ଆୟର, ସଞ୍ଜୁ ସାମସନ, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଦୀପକ ହୁଡ୍ଡା, ଦିନେଶ କାର୍ତ୍ତିକ(wk), ଅକ୍ଷର ପଟେଲ, କୁଲଦୀପ ଯାଦବ, ଅଭେଷ ଖାନ, ରବି ବିଷ୍ଣୋୟୀ, ଅର୍ଶଦୀପ ସିଂ ।

ୱେଷ୍ଟଇଣ୍ଡିଜ ଦଳ (ଚୂଡ଼ାନ୍ତ ଏକାଦଶ): ସମର ବ୍ରୁକ୍ସ, ସିମରନ୍ ହେଟମେୟର, ନିକୋଲାସ ପୁରନ (ଅଧିନାୟକ), ଡେଭନ୍ ଥୋମାସ (ୱିକେଟ କିପର), ଜସନ ହୋଲ୍ଡର, ଓଡିଏନ ସ୍ମିଥ, ଡୋମନିକ୍ ଡ୍ରେକେସ୍, କିମୋ ପୋଲ, ଓବେଡ୍ ମକାଏ, ରୋଭମାନ୍ ପାଓ୍ବେଲ, ହେଡେନ ୱାଲ୍ସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.