ETV Bharat / sports

ନିର୍ଣ୍ଣାୟକ ଟେଷ୍ଟ: ଟସ୍‌ ବାଜି ଜିତିଲେ ବିରାଟ, ବ୍ୟାଟିଂ କରୁଛି ଭାରତ - କେପଟାଉନ ଟେଷ୍ଟ ଟସ ରେଜଲ୍ଟ

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରଜର ନିର୍ଣ୍ଣାୟକ ଟେଷ୍ଟ କେପଟାଉନ୍‌ର ନ୍ୟୁଲାଣ୍ଡ୍‌ସରେ ଖେଳାଯାଉଛି । ଟସ୍‌ ଜିତି ଭାରତୀୟ କ୍ୟାପଟେନ ବିରାଟ କୋହଲି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ

india vs south africa
ନିର୍ଣ୍ଣାୟକ ଟେଷ୍ଟ: ଟସ୍‌ ବାଜି ଜିତିଲେ ବିରାଟ, ବ୍ୟାଟିଂ କରୁଛି ଭାରତ
author img

By

Published : Jan 11, 2022, 2:52 PM IST

କେପଟେଉନ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରଜର ନିର୍ଣ୍ଣାୟକ ଟେଷ୍ଟ କେପଟାଉନ୍‌ର ନ୍ୟୁଲାଣ୍ଡ୍‌ସରେ ଖେଳାଯାଉଛି । ସିରିଜ ୧-୧ରେ ବରାବର ରହିଛି । ଟସ୍‌ ଜିତି ଭାରତୀୟ କ୍ୟାପଟେନ ବିରାଟ କୋହଲି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ।

ଭାରତୀୟ ଚୂଡାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ ହୋଇଛି । ଦ୍ବିତୀୟ ଟେଷ୍ଟରେ ଆହତ ଯୋଗୁଁ ଖେଳିପାରିନଥିବା କ୍ୟାପଟେନ କୋହଲି ଚୂଡାନ୍ତ ଏକାଦଶକୁ ଫେରିଛନ୍ତି । ଫଳରେ ହନୁମା ବିହାରୀଙ୍କୁ ବାହାର ହେବାକୁ ପଡିଛି । ଅନ୍ୟପଟେ ଜୋହାନ୍ସବର୍ଗରେ ଆହତ ହୋଇଥିବା ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ସ୍ଥାନରେ ଉମେଶ ଯାଦବଙ୍କୁ ସ୍ଥାନ ମିଳିଛି । ଅନ୍ୟପଟେ ଦକ୍ଷିଣ ଆଫ୍ରିକା ଟିମ ଅପରିବର୍ତ୍ତିତ ରହିଥିବା କ୍ୟାପଟେନ ଡିନ ଏଲଗାର ଟସ୍‌ ସମୟରେ କହିଛନ୍ତି ।

ଟିମ:

ଦକ୍ଷିଣ ଆଫ୍ରିକା(ଚୂଡାନ୍ତ ଏକାଦଶ): ଡିନ ଏଲଗାର(କ୍ୟାପଟେନ), ଆଡନ ମାର୍କ୍ରମ, କିଗାନ ପିଟରସନ, ରସି ଭାନ୍‌ ଡର୍‌ ଡସନ, ତେମ୍ବା ବାଭୁମା, କେଏଲ ଭଏରିନେ(ୱିକେଟ କିପର), ମାର୍କୋ ଜାନସେନ, କିଗାସୋ ରବାଡା, କେଶବ ମହାରାଜ, ଡୁଆନେ ଓଲିଭର, ଲୁଙ୍ଗି ନିଙ୍ଗିଡି ।

ଭାରତ(ଚୂଡାନ୍ତ ଏକାଦଶ): କେଏଲ ରାହୁଲ, ମୟଙ୍କ ଅଗ୍ରୱାଲ, ଚେତେଶ୍ବର ପୂଜାରା, ବିରାଟ କୋହଲି(କ୍ୟାପଟେନ୍‌), ଅଜିଙ୍କ୍ୟ ରାହାଣେ, ଋଷଭ ପନ୍ତ(ୱିକେଟ କିପର), ରବିଚନ୍ଦ୍ରନ ଅଶ୍ବିନ, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସାମି, ଜଶପ୍ରୀତ ବୁମରା, ଉମେଶ ଯାଦବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.