ETV Bharat / sports

Ind vs SA T20: ବାରବାଟୀ ମ୍ୟାଚ୍‌ ମାମଲା ହାଇକୋର୍ଟରେ ଖାରଜ

author img

By

Published : Jun 7, 2022, 12:58 PM IST

ବାରଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଟି-୨୦ ମ୍ୟାଚ୍‌ ବାତିଲ କରିବାକୁ ହାଇକୋର୍ଟରେ ହୋଇଥିବା ମାମଲାକୁ ଖାର କଲେ କୋର୍ଟ । ଅଧିକ ପଢନ୍ତୁ

Ind vs SA T-20: ଟଳିଲା ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ ଆଶଙ୍କା

କଟକ: ଟଳିଲା ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ ଆଶଙ୍କା । ମ୍ୟାଚ ବନ୍ଦ ପାଇଁ ହାଇକୋର୍ଟରେ ରୁଜୁ ହୋଇଥିବା ମାମଲାକୁ ଖାରଜ କଲେ ହାଇକୋର୍ଟ । ଆଜି ଏହାର ଶୁଣାଣି କରି ଦାୟର ମାମଲାକୁ ଖରଜ କରିଛନ୍ତି କୋର୍ଟ । ଷ୍ଟାଡିୟମରେ ଅଗ୍ନିନିରାପତ୍ତା ବ୍ୟବସ୍ଥା ନଥିବା ଦର୍ଶାଇ ମ୍ୟାଚକୁ ବନ୍ଦ କରିବା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଢେଙ୍କାନାଳ ଅଞ୍ଚଳର ସଞ୍ଜୟ ନାୟକ ।

ଏହା ମଧ୍ୟ ପଢନ୍ତୁ:-Ind vs SA T-20: ଷ୍ଟାଡିୟମରେ ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା, ମ୍ୟାଚ ବନ୍ଦ ପାଇଁ ହାଇକୋର୍ଟରେ ମାମଲା

ଅଗ୍ନିନିରାପତ୍ତା ବ୍ୟବସ୍ଥା ନଥିବାରୁ ମ୍ୟାଚ ବନ୍ଦ କରାଯାଉ ବୋଲି କୋର୍ଟରେ ପାର୍ଥନା କରିଥିଲେ ସଞ୍ଜୟ । ଏହି ମାମଲାରେ ରାଜ୍ୟ ସରକାର, ବିସିସିଆଇ, ଓସିଏଙ୍କ ସମେତ 15 ଜଣକୁ ପକ୍ଷଭୁକ୍ତ କରାଯାଇଥିଲା । ଆଜିର ଶୁଣାଣି ସମୟରେ ଷ୍ଟାଡିୟମରେ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ନେଇ କୋର୍ଟଙ୍କୁ ଅବଗତ କରାଇଥିଲେ ଆଡଭୋକେଟ ଜେନେରାଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.