କାନପୁର: ରୋଡ ସେଫଟି ୱାର୍ଲ୍ଡ ସିରିଜରେ ଦକ୍ଷିଣ ଆଫ୍ରିକା ଲିଜେଣ୍ଡସ ବିପକ୍ଷରେ ଇଣ୍ଡିଆ ଲିଜେଣ୍ଡସର ଦମଦାର ବିଜୟ । ରୋଡ ସେଫଟି ୱାର୍ଲ୍ଡ ସିରିଜର ପ୍ରଥମ ମୁକାବିଲାରେ ଇଣ୍ଡିଆ ଲିଜେଣ୍ଡସ ୬୧ ରନରେ ଦକ୍ଷିଣ ଆଫ୍ରିକା ଲିଜେଣ୍ଡସକୁ ହରାଇ ବିଜୟରୁ ଅଭିଯାନ ଆରମ୍ଭ କରିଛି । ଡିଫେଣ୍ଡିଂ ଚମ୍ପିଆନ ଇଣ୍ଡିଆ ଲିଜେଣ୍ଡସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୨୧୭ ରନ୍ କରିଥିଲା । ଏହାର ଜବାବରେ ଦକ୍ଷିଣ ଆଫ୍ରିକା ଲିଜେଣ୍ଡସ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୫୬ ରନ୍ କରିବାକୁ ସମର୍ଥ ହୋଇଥିଲା ।
-
India Legends won the toss and elected to bat against South Africa Legends.
— CricTracker (@Cricketracker) September 10, 2022 " class="align-text-top noRightClick twitterSection" data="
Here are the playing XIs of both the teams.
#INDLvSAL #RoadSafetyWorldSeries #CricketTwitter pic.twitter.com/CJ7JlQgRv3
">India Legends won the toss and elected to bat against South Africa Legends.
— CricTracker (@Cricketracker) September 10, 2022
Here are the playing XIs of both the teams.
#INDLvSAL #RoadSafetyWorldSeries #CricketTwitter pic.twitter.com/CJ7JlQgRv3India Legends won the toss and elected to bat against South Africa Legends.
— CricTracker (@Cricketracker) September 10, 2022
Here are the playing XIs of both the teams.
#INDLvSAL #RoadSafetyWorldSeries #CricketTwitter pic.twitter.com/CJ7JlQgRv3
ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଇଣ୍ଡିଆ ଲିଜେଣ୍ଡସ । ଷ୍ଟୁଆର୍ଟ ବିନ୍ନି ଏବଂ ୟୁସୁଫ ପଠାନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଇଣ୍ଡିଆ ଲିଜେଣ୍ଡସ ବିଶାଲ ସ୍କୋର କରିଥିଲା । ବିନ୍ନି ୪୨ ବଲରୁ ୮୨ ରନ ଓ ପଠାନ ୧୫ ବଲରୁ ୩୫ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ସେହିପରି ସୁରେଶ ରୈନା ୨୨ ବଲରୁ ୩୩ ରନ, ନମନ ଓଝା ୧୮ ବଲରୁ ୨୧ରନର ଦ୍ରୁତ ଇଂନିସ ଖେଳିଥିଲେ । ଫଳରେ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୨୧୭ ରନ୍ ସଂଗ୍ରହ କରିଥିଲା ଇଣ୍ଡିଆ ଲିଜେଣ୍ଡସ ।
-
.@ImRahulSharma3 removes Morne van Wyk on 26(24).
— CricTracker (@Cricketracker) September 10, 2022 " class="align-text-top noRightClick twitterSection" data="
📸: Voot#RahulSharma #SachinTendulkar #SureshRaina #INDLvSAL #RoadSafetyWorldSeries #Cricket #CricTracker pic.twitter.com/rjVYBcj4gQ
">.@ImRahulSharma3 removes Morne van Wyk on 26(24).
— CricTracker (@Cricketracker) September 10, 2022
📸: Voot#RahulSharma #SachinTendulkar #SureshRaina #INDLvSAL #RoadSafetyWorldSeries #Cricket #CricTracker pic.twitter.com/rjVYBcj4gQ.@ImRahulSharma3 removes Morne van Wyk on 26(24).
— CricTracker (@Cricketracker) September 10, 2022
📸: Voot#RahulSharma #SachinTendulkar #SureshRaina #INDLvSAL #RoadSafetyWorldSeries #Cricket #CricTracker pic.twitter.com/rjVYBcj4gQ
-
Brilliant partnership comes to an end as local hero Suresh Raina departs for 33(22)! India Legends in a strong position at 116-3! #YehJunghaiLegendary #RoadSafetyWorldSeries #RSWS #INDLvSAL pic.twitter.com/3csxKcYiWe
— Road Safety World Series (@RSWorldSeries) September 10, 2022 " class="align-text-top noRightClick twitterSection" data="
">Brilliant partnership comes to an end as local hero Suresh Raina departs for 33(22)! India Legends in a strong position at 116-3! #YehJunghaiLegendary #RoadSafetyWorldSeries #RSWS #INDLvSAL pic.twitter.com/3csxKcYiWe
— Road Safety World Series (@RSWorldSeries) September 10, 2022Brilliant partnership comes to an end as local hero Suresh Raina departs for 33(22)! India Legends in a strong position at 116-3! #YehJunghaiLegendary #RoadSafetyWorldSeries #RSWS #INDLvSAL pic.twitter.com/3csxKcYiWe
— Road Safety World Series (@RSWorldSeries) September 10, 2022
ବ୍ୟାଟିଂ ପରେ ବୋଲିଂରେ ଭାରତୀୟ ଖେଳାଳିଙ୍କ କମାଲ ଦେଖିବାକୁ ମିଳିଥିଲା । ୨୧୮ ରନର ଟାର୍ଗେଟ ନେଇ ମଇଦାନକୁ ଓହ୍ଲାଇଥିବା ଦକ୍ଷିଣ ଆଫ୍ରିକା ଲିଜେଣ୍ଡସ ମାତ୍ର ୧୫୬ ରନ୍ କରିପାରିଥିଲା । ନିୟମିତ ବ୍ୟବଧାନରେ ୱିକେଟ ହାସଲ କରିଥିଲେ ଇଣ୍ଡିଆ ଲିଜେଣ୍ଡସ ବୋଲର । ସ୍ପିନର ରାହୁଲ ଶର୍ମା ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଥିଲେ । ସେହିପରି ପ୍ରଜ୍ଞାନ ଓଝା ଏବଂ ମୁନାଫ ପଟେଲ ଦୁଇଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଯୁବରାଜ ସିଂହ ଏବଂ ଇଫରାନ ପଠାନ ମଧ୍ୟ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ସଚିନ ତେନ୍ଦୁଲକର ଓ ଯୁବରାଜ ସିଂହ ସଫଳ ହୋଇନଥିଲେ । ସଚିନ ୧୫ ବଲ୍ରୁ ୧୬ ଓ ଯୁବରାଜ ୮ ବଲ୍ରୁ ୬ ରନ୍ କରି ଆଉଟ୍ ହୋଇଥିଲେ ।