ETV Bharat / sports

ENG vs IND 3rd Test: ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି - ENG vs IND playing eleven

ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ସିରିଜର ତୃତୀୟ ଟେଷ୍ଟ ମ୍ୟାଚ । ଏଥିପାଇଁ ଦୁଇ ଦଳ ଚୂଡ଼ାନ୍ତ ଏକାଦଶ ଘୋଷଣା କରିଛନ୍ତି । ଅଧିକ ପଢ଼ନ୍ତୁ...

ENG vs IND 3rd Test:  ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

author img

By

Published : Aug 25, 2021, 3:16 PM IST

ଲଣ୍ଡନ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ସିରିଜର ତୃତୀୟ ଟେଷ୍ଟ ମ୍ୟାଚ । ମ୍ୟାଚରେ ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ଦୁଇ ଦଳ ଚୂଡ଼ାନ୍ତ ଏକାଦଶ ମଧ୍ୟ ଘୋଷଣା କରିଛନ୍ତି । ଇଂଲଣ୍ଡ ପକ୍ଷରୁ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଥିବା ବେଳେ ଭାରତ ପକ୍ଷରୁ ଦଳରେ କୌଣସି ପରିବର୍ତ୍ତନ ହୋଇନାହିଁ । ୪ଟିକିଆ ଟେଷ୍ଟ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି । ପ୍ରଥମ ଟେଷ୍ଟ ଡ୍ର' ହୋଇଥିବା ବେଳେ ଦ୍ବିତୀୟ ଟେଷ୍ଟରେ ଭାରତ ୧୫୧ ରନରେ ବିଜୟୀ ହୋଇଛି ।

ଲିଡ୍ସ ଟେଷ୍ଟକୁ ଉଭୟ ଭାରତ ଓ ଇଂଲଣ୍ଡ ଦଳ ବିଜୟୀ ହେବାକୁ ଚେଷ୍ଟା କରିବେ । ଭାରତ ସିରିଜରେ ଆଗୁଆ ହେବାକୁ ଚେଷ୍ଟା କରିବ । ସେପଟେ ଇଂଲଣ୍ଡ ମଧ୍ୟ ମ୍ୟାଚ ଜିତି ସିରିଜ ବରାବର କରିବାକୁ ଚେଷ୍ଟା କରିବ । ତୃତୀୟ ଟେଷ୍ଟ ପାଇଁ ଏଭଳି କିଛି ରହିଛି ଦୁଇଦଳର ଚୂଡ଼ାନ୍ତ ଏକାଦଶ ।

ଇଂଲଣ୍ଡ ଚୂଡ଼ାନ୍ତ ଏକାଦଶ

ରୋରି ବର୍ଣ୍ଣସ, ହସିବ ହମିଦ, ଡେବିଡ ମଲାନ, ଜୋର ରୁଟ୍ (ଅଧିନାୟକ), ଜନି ବେୟାରଷ୍ଟୋ, ଜୋଶ ବଟଲର, ମୋଇନି ଅଲୀ, ସାମ କୁରାନ, ଓଲି ରବିନସନ, କ୍ରେଗ ଓଭଟନ୍, ଜେମ୍ସ ଆଣ୍ଡରସନ ।

ଭାରତ ଚୂଡ଼ାନ୍ତ ଏକାଦଶ

ରୋହିତ ଶର୍ମା, କେ.ଏଲ ରାହୁଲ, ଚେତେଶ୍ବର ପୂଜାରା, ବିରାଟ କୋହଲି (ଅଧିନାୟକ), ଆଜିଙ୍କ୍ୟ ରାହାଣେ, ଋଷଭ ପନ୍ତ, ରବିନ୍ଦ୍ର ଜାଡେଜା, ମହମ୍ମଦ ସାମି, ଇଶାନ୍ତ ଶର୍ମା, ଜଶପ୍ରୀତ ବୁମରା, ମହମ୍ମଦ ସିରାଜ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.