ETV Bharat / sports

Ind vs WI 3rd ODI: ଟସ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି - ଭାରତ ୱେଷ୍ଟଇଣ୍ଡିଜ ଦିନିକିଆ ସିରିଜ

ଟସ ଜିତିବା ପରେ ଭାରତୀୟ ଅଧିନାୟକ ଶିଖର ଧାୱନ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ

Ind vs WI 3RD ODI : ଟସ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

author img

By

Published : Jul 27, 2022, 6:51 PM IST

Updated : Jul 27, 2022, 6:58 PM IST

ହାଇଦ୍ରାବାଦ : ୱେଷ୍ଟ ଇଣ୍ଡିଜ ବିପକ୍ଷରେ ଭାରତ ଆଜି ଦିନିକିଆ ନିର୍ଣ୍ଣାୟକ ମ୍ୟାଚ ଖେଳୁଛି । ଏଥିରେ ଟସ ଜିତି ଭାରତୀୟ ଅଧିନାୟକ ଶିଖର ଧାୱନ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ୱେଷ୍ଟଇଣ୍ଡିଜକୁ ପ୍ରଥମେ ବୋଲିଂ ପାଇଁ ଆମନ୍ତ୍ରଣ କରିଛି ଭାରତ ।

କ୍ଲିନ ସ୍ବିପ ଲକ୍ଷ୍ୟରେ ରହିବ ଭାରତୀୟ ଦଳ । ସେପଟେ ୱେଷ୍ଟଇଣ୍ଡିଜ ନିର୍ଣ୍ଣାୟକ ମ୍ୟାତ ଜିତି ସମ୍ମାନ ବଞ୍ଚାଇବା ପାଇଁ ପ୍ରୟାସ କରିବ । ଆଜିର ମ୍ୟାଚରେ ବୋଲର ଆଭେଷ ଖାନଙ୍କ ବଦଳରେ ପ୍ରସିଦ୍ଧ କ୍ରିଷ୍ଣା ଖେଳୁଛନ୍ତି । ଭାରତ ଏହି ସିରିଜରେ 2-0 ରେ ଆଗୁଆ ରହିଛି ।

ସେହିପରି ରବୀନ୍ଦ୍ର ଜାଡେଜା ମଧ୍ୟ ଆଜି ତୃତୀୟ ଦିନିକିଆରେ ଖେଳିବେ ନାହିଁ । ନିକଟରେ ତାଙ୍କ ଆଣ୍ଠୁରେ ଆଘାତ ଯୋଗୁଁ ସେ ପ୍ରଥମ ଏବଂ ଦ୍ବିତୀୟ ଦିନିକିଆ ମ୍ୟାଚରୁ ବାଦ ପଡିଥିଲେ । ସେ ଶତ ପ୍ରତିଶତ ସୁସ୍ଥ ହୋଇନଥିବା ନେଇ ବିସିସିଆଇ ସୂଚନା ଦେଇଛି ।

ଚୂଡାନ୍ତ ଏକାଦଶ ଭାରତ

ଶିଖର ଧାୱନ (ଅଧିନାୟକ), ଶୁବମନ ଗିଲ, ଶେୟାସ ଆୟାର, ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ, ଦୀପକ ହୁଡ୍ଡା, ଅକ୍ଷର ପଟେଲ, ଶାର୍ଦ୍ଦୁଲ ଠାକୁର, ୟୁଜିବେନ୍ଦ୍ର ଚହଲ, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା

ଚୂଡାନ୍ତ ଏକାଦଶ ୱେଷ୍ଟଇଣ୍ଡିଜ

ଶାହି ହୋପ, ବ୍ରାଣ୍ଡନ କିଙ୍ଗ, କୈସି କାର୍ଟି, ଶାମରାହ ବ୍ରୁକ୍ସ, ନିକୋଲସ ପୁରାନ (ଅଧିନାୟକ), କୈଲ ମାୟର୍ସ, ଜସନ ହଲ୍ଡର, କେମୋ ପାଉଲ, ଅକେଲ ହୁସେନ, ହୈଦେନ ୱାଲ୍ସ, ଜୈଦେନ ସିଲ୍ସ

Last Updated : Jul 27, 2022, 6:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.