ETV Bharat / sports

IND vs WI: ପ୍ରଥମେ ବ୍ୟାଟିଂ କରୁଛି ଭାରତ, ଓପନ କଲେ ରୋହିତ-ସୂର୍ଯ୍ୟକୁମାର - ଭାରତ ୱେଷ୍ଟଇଣ୍ଡିଜ ଟି୨୦ ସିରିଜ

ଟସ୍‌ ଜିତି ୱେଷ୍ଟଇଣ୍ଡିଜ ଅଧିନାୟକ ନିକୋଲସ ପୋରନ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ ପ୍ରଥମେ ବ୍ୟାଟିଂ କରୁଛି ଭାରତ । ଅଧିକ ପଢନ୍ତୁ

InD vs WI 1ST T20I : ଟସ ଜିତି ୱେଷ୍ଟଇଣ୍ଡିଜର ବୋଲିଂ ନିଷ୍ପତ୍ତି

author img

By

Published : Jul 29, 2022, 7:58 PM IST

Updated : Jul 29, 2022, 8:12 PM IST

ତ୍ରିନିଦାଦ(ୱେଷ୍ଟଇଣ୍ଡିଜ): ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଆଜି ଖେଳାଯାଉଛି 5 ମ୍ୟାଚ୍‌ ବିଶିଷ୍ଟ ଟି20 ସିରିଜର ପ୍ରଥମ ମ୍ୟାଚ୍‌ । ଟସ୍‌ ଜିତି ୱେଷ୍ଟଇଣ୍ଡିଜ ଅଧିନାୟକ ନିକୋଲସ ପୋରନ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ ପ୍ରଥମେ ବ୍ୟାଟିଂ କରୁଛି ଭାରତ । ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଭାରତ ପାଇଁ ଓପନିଂ କରିଛନ୍ତି ।

ଚୂଡାନ୍ତ ଏକାଦଶ ଭାରତ

ରୋହିତ ଶର୍ମା(ଅଧିନାୟକ), ଋଷଭ ପନ୍ତ, ଶ୍ରେୟାସ ଆୟାର, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ, ରବୀନ୍ଦ୍ର ଜାଡେଜା, ରବି ବିଷ୍ଣୋୟୀ, ଭୁବନେଶ୍ବର କୁମାର, ରବିଚନ୍ଦ୍ରନ ଅଶ୍ବିନ, ଅର୍ଶଦୀପ ସିଂହ

ଚୂଡାନ୍ତ ଏକାଦଶ ୱେଷ୍ଟଇଣ୍ଡିଜ

ନିକୋଲସ ପୁରନ(ଅଧିନାୟକ), ଶାମରାହ ବ୍ରୁକ୍ସ, ସିମରନ ହେଟମାୟର, ରୋଭମାନ ପାୱେଲ, କେୟଲ ମାୟର୍ସ, ଜସୋନ ହଲ୍ଡର, ଏକେଲ ହୁସେନ, ଉଡେନ ସ୍ମିଥ, ଅଲଜାରି ଜୋଶେଫ, ଉବେଡ ମୋକି, କେମୋ ପାଉଲ

  • 1ST T20I. West Indies XI: K Mayers, S Brooks, S Hetmyer, N Pooran (c/wk), R Powell, O Smith, J Holder, K Paul, A Hosein, O McCoy, A Joseph. https://t.co/qWZ7LSCVXA #WIvIND

    — BCCI (@BCCI) July 29, 2022 " class="align-text-top noRightClick twitterSection" data=" ">

Last Updated : Jul 29, 2022, 8:12 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.