ETV Bharat / sports

ବିଶ୍ବକପ ୟୁରୋପ କ୍ବାଲିଫାୟର ମ୍ୟାଚ ସ୍ପେନକୁ ସ୍ଥାନାନ୍ତର

ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଗୁରୁବାର ମହିଳା ଟି20 ବିଶ୍ବକପ୍‌ ୟୁରୋପ କ୍ବାଲିଫାୟର ଓ 19 ବର୍ଷରୁ କମ ପୁରୁଷ ୟୁରୋପ କ୍ବାଲିଫାୟର ମ୍ୟାଚ୍‌ ସ୍କଟଲ୍ୟାଣ୍ଡରୁ ସ୍ପେନକୁ ସ୍ଥାନାନ୍ତର ହୋଇଥିବା ଘୋଷଣା କରିଛି । ଅଧିକ ପଢନ୍ତୁ...

ICC shifts two World Cup Europe qualifiers from Scotland to Spain
ବିଶ୍ବକପ ୟୁରୋପ କ୍ବାଲିଫାୟର ମ୍ୟାଚ ସ୍ପେନକୁ ସ୍ଥାନାନ୍ତର
author img

By

Published : Jun 24, 2021, 7:38 PM IST

ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଗୁରୁବାର ମହିଳା ଟି20 ବିଶ୍ବକପ୍‌ ୟୁରୋପ କ୍ବାଲିଫାୟର ଓ 19 ବର୍ଷରୁ କମ ପୁରୁଷ ୟୁରୋପ କ୍ବାଲିଫାୟର ମ୍ୟାଚ୍‌ ସ୍କଟଲ୍ୟାଣ୍ଡରୁ ସ୍ପେନକୁ ସ୍ଥାନାନ୍ତର ହୋଇଥିବା ଘୋଷଣା କରିଛି । ପୂର୍ବ ନିର୍ଦ୍ଧାରିତ ମୂଳ ଭେନ୍ୟୁରେ କୋଭିଡ-19 କଟକଣା ଯୋଗୁଁ ଏହି ନିଷ୍ପତ୍ତି ହୋଇଥିବା ଜଣାପଡିଛି ।

ଦକ୍ଷିଣ ଆଫ୍ରିକାରେ ଖେଳାଯିବାକୁ ଥିବା 2023 ବିଶ୍ବକପ ୟୁରୋପ କ୍ବାଲିଫାୟର ସ୍ପଟଲାଣ୍ଡରୁ ସ୍ପେନକୁ ସ୍ଥାନାନ୍ତର ହୋଇଛି । ବିଶ୍ବକପ ଠାରୁ ଦୁଇଟି ପାଦ ଦୂରରେ ରହିଥିବା ଏହି କ୍ବାଲିଫାୟର ମ୍ୟାଚର ତାରିଖ କିନ୍ତୁ ଅପରିବର୍ତ୍ତିତ ରହିଛି । ଅଗଷ୍ଟ 26 ରୁ 30 ମଧ୍ୟରେ ଲାମଙ୍ଗାରେ ଫ୍ରାନ୍ସ, ଜର୍ମାନୀ, ଆୟରଲାଣ୍ଡ, ନେଦରଲାଣ୍ଡ,ସ୍କଟଲାଣ୍ଡ ଓ ତୁର୍କୀ ମଧ୍ୟରେ ଲଢେଇ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.